ବଞ୍ଚିଥିଲା ବେଳେ ମିଳୁଥିଲା ବହୁ ସମ୍ମାନ କିନ୍ତୁ ମଲା ପରେ ମିଳିଲାନି ଚାରିକାନ୍ଧ , ପ୍ରଶାସନ ଶବ ଉଠେଇଲା ସତ କିନ୍ତୁ…
କୋଭିଡ ଭଳି ମହାମାରୀର ସଂକ୍ରମଣ ସାରା ବିଶ୍ୱ ବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଫଳରେ ସଂକ୍ରମଣ ରୋକିବାକୁ ବାଧ୍ୟହୋଇ ଲକଡାଉନ ସର୍ଟଡାଉନ ଆଦି ଘୋଷଣା ଯୋଗୁଁ ଅର୍ଥନୀତି ଭୁଶୁଡି ଗଲାଣି । ଏପଟେ କିନ୍ତୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପ୍ରଶାସନର ବେଫିକର ମନୋଭାବ ଲୋକଙ୍କୁ ଚିନ୍ତାର!-->…