ଢେଙ୍କାନାଳ କୋଭିଡ ହସ୍ପିଟାଲରେ କୋଟି କୋଟି ଟଙ୍କାର ଯନ୍ତ୍ରପାତି ଖତ ଖାଉଛି, ଟେକ୍ନିସିଆନ ନାହାନ୍ତି
କରୋନା ମହାମାରୀ କୁ ଦୃଷ୍ଟିରେ ରଖି ଢେଙ୍କାନାଳରେ ୫-ଟି ସଚିବ ପାଣ୍ଡିଆନଙ୍କ ଦ୍ୱାରା ଏକ କୋଭିଡ ହସ୍ପିଟାଲ ଉଦଘାଟନ ହୋଇଥିଲା । ସେଥିରେ ୬ଟି ICU ଓ ୩ ଟି ଭେଣ୍ଟିଲେଟର ଶଯ୍ୟା ରହିଅଛି ।
ଦୁଃଖର ବିଷୟ ଯେ ଏହାକୁ ଚଳାଇବା ପାଇଁ ଟେକ୍ନିସିଆନ ପୋଷ୍ଟିଙ୍ଗ ନାହାନ୍ତି । ଏଥିପାଇଁ ଗତ ବର୍ଷ!-->!-->!-->…