News
lipub
samparksetu

ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା !

ଘର ଛାଡିବା କହିବାରୁ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗାଁ ଶଅର ସାହିରେ ଘଟିଛି ଏହି ଘଟଣା । ଘର ଛାଡିବା କହିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କଲା ମଦ୍ୟପ ଯୁବକ । ମୃତକ ହେଲେ ବାଉଁଶପାଳ ଶଅରସାହିର ରୋହିତ

ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନ ଅନ୍ତର୍ଗତ ଆଙ୍କୁର୍ଦା ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ଏକ ଦନ୍ତା ହାତୀ ଆକ୍ରମଣ ଦ୍ୱାରା ଜଣଙ୍କ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ , ଷଡ଼ଙ୍ଗୀ ରେଞ୍ଜ ଅଧୀନ ଉକ୍ତ ଆଙ୍କୁର୍ଦା ଗ୍ରାମର ଅଦୈତ ସ୍ୱାଇଁ (୬୦) ଆଜି ସନ୍ଧ୍ୟା ସମୟରେ ତାଙ୍କ

ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ଓଡ଼ାପଡ଼ା ବ୍ଳକ୍ ମୋଟଙ୍ଗା ପଞ୍ଚାୟତ ମେରାମଣ୍ଡଳି ଗାଁରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଇଥିବା ଅଭିଯୋଗ ହେଉଛି । ବିଧାୟିକାଙ୍କ ପାଣ୍ଠିରୁ ୩ଲକ୍ଷ ୫୦ ହଜାର ଟଙ୍କା ଅଟକଳରେ ଏହି ରାସ୍ତା ନିର୍ମାଣ ହେଉଛି । ଗ୍ରାମର ଗାଣ୍ଡୁ ମାଳି ଛକ ଠାରୁ ଶ୍ରୀଧର ସେଠୀ ଘର ପର୍ଯ୍ୟନ୍ତ

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ମର୍ମନ୍ତୁତ କାର ଦୁର୍ଘଟଣାରେ କାର ଚାଳକ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ୩ଟା ସମୟରେ ହିନ୍ଦୋଳ ଏନଏସି ୱାର୍ଡ ନଂ -୧୪ ଚରଣପୁର ବାସିନ୍ଦା ସ୍ବର୍ଗତ ଜମେଶ୍ୱର ସାହୁଙ୍କ ପୁଅ ମାନସ ରଞ୍ଜନ ସାହୁ(୩୩) ନିଜ କାର ଚଳାଇ

ଚାଲିଥିଲା ୩୦ରୁ ଉର୍ଦ୍ଧ୍ବ ବେଆଇନ ଇଟାଭାଟି, ଜାଣିନଥିଲେ ରାଜସ୍ବ ନିରୀକ୍ଷକ ଓ ତହସିଲ କର୍ତ୍ତୃପକ୍ଷ !

ବ୍ରାହ୍ମଣୀ ନଦୀ କୂଳରେ ବେଆଇନ ଭାବେ ପ୍ରାୟ ୪୦ଟି ଇଟାଭାଟିରେ ଚଢ଼ାଉ କରି ତାକୁ ଭଙ୍ଗା ଯାଇଥିବା ଜଣାଯାଇଛି ଅନ୍ୟପଟେ ଦୀର୍ଘଦିନ ଧରି ଏହି ଇଟା ଭାଟି ଗୁଡିକ ବେଫିକର ହୋଇ ବ୍ୟାପାର ଚଲାଇ ଆସିଥିବା ବେଳେ ଏ ନେଇ ରାଜସ୍ବ ନିରୀକ୍ଷା ଓ ତହସିଲ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ

ଯୁବକଙ୍କ ମୃତ୍ୟୁଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ଝିଅ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅଂଚଳରେ ପାଇଖାନାରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ଖବରରୁ ପ୍ରକାଶ ଯେ , ହିନ୍ଦୋଳ ବ୍ଲକ ଦୁଦୁରକୁଟ ପଂଚାୟତର ଶଙ୍କର୍ଷଣ ନାଏକଙ୍କ ପୁଅ ଦୁଷ୍ମନ୍ତ ନାଏକ(୪୮) ହିନ୍ଦୋଳ ଥାନା ବାଗଧରିଆ ବାଘୁଆସାହିର ମାମି

ସ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ମାନପୁର ପଞ୍ଚାୟତ ବ୍ରାହ୍ମଣୀ ନଦୀ କୂଳରେ ବେଆଇନ ଭାବରେ ଚାଲୁଥିବା ଇଟାଭାଟିରେ ଅଘଟଣ ଘଟି ଦୁଇ ଶ୍ରମିକଙ୍କ ଜୀବନ ଚାଲିଯାଇଛି ।ପୋଲିସ ଏବଂ ରାଜସ୍ୱ ନିରୀକ୍ଷକଙ୍କ ଜାଣତରେ ଏହି ଇଟାଭାଟି ଚାଲୁଥିବାର ଆଲୋଚନା ହେଇଛି । ମାନପୁର ନକି ଟରେ ଥିବା

ହୃଦ ଘାତରେ ଚାଲିଗଲା ଥାନାଧିକାରୀଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନାଧିକାରୀଙ୍କ ହୃଦଘାତରେ ପରଲୋକ ଘଟିଛି । ଗତ କିଛି ଦନି ତଳେ ରାଉଲକେଲାରୁ ବଦଳି ହୋଇ ବୀରକିଶୋର ମଲ୍ଲିକ ପରଜଙ୍ଗ ଥାନାରେ ଯୋଗ ଦେଇଥିଲେ । ସେସରକାରୀ ବାସଭବନରେ ରହୁଥିବା ବେଳେ ହଠାତ୍ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ

ବିୟର ଫ୍ୟାକ୍ଟ୍ରିରେ ଆୟକର ଚଢ଼ାଉ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ତୁମୁସିଙ୍ଗା ଥାନା ରାୟନରସିଂହପୁର ପଞ୍ଚାୟତ ମାଛିଆଠାରେ ଥିବା ଶକ୍ତି ମଲ୍ଟ ଏବଂ ଏୟାର ଲିମୋନେଡ ପ୍ରାଇଭେଟ ଲିମିଟେଡ ବିୟର ଫ୍ୟାକ୍ଟ୍ରିରେ ଆୟକର ଠକେଇ ଅଭିଯୋଗରେ ଆୟକର ବିଭାଗ ତରଫରୁ ଚଢାଉ ଚାଲଥିବାର ଜଣାପଡିଛି । ତୁମୁସିଙ୍ଗା ଥାନା ରାୟ

ଡାକସେବକ ସଂଘ ପକ୍ଷରୁ ଧର୍ମଘଟ ଜାରି

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ହିଦୋଳ ରୋଡ ବଜାର ମଧ୍ୟରେ ଥିବା ପୋଷ୍ଟଅଫିସ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘ ପକ୍ଷରୁ ଗତ 12/12/23ରୁ ଆରମ୍ଭ ହୋଇଥିବା ଧର୍ମଘଟ ଜାରି ରହିଛି । ଫଳରେ ପୋଷ୍ଟଅଫିସରେ ଡାକସେବା ବାଧାପ୍ରାପ୍ତ ହୋଇଥିଵା
error: Content is protected !!