ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ !
ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ପଞ୍ଚାୟତ ଅନ୍ତର୍ଗତ ଅଶୁରବନ୍ଧ ଗ୍ରାମରେ ଗତ ବିଳମ୍ବିତ ରାତିରେ ମାଣବସା ଗୁରୁବାରରେ ମା ଲକ୍ଷ୍ମୀଙ୍କ ଭୋଗ ଲାଗି ପାଇଁ ରଖାଯାଇଥିବା ଛେନାକୁ ଖାଇବା ପରେ ଘରର ଆଲମାରୀ ଖୋଲି ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କାର ସୁନାଗହଣା ଏବଂ ମହିଳା ଗ୍ରୁପ ଆଣିଥିବା ଲୋନ୍!-->…