ଖବର ପ୍ରସାରଣ ପରେ ମରାମତି ହେଲା ଝୁଲନ୍ତା ବିଦ୍ୟୁତ ତାର !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତ ବିଜାଡିହି ଗାଁ ରେ ସାତ କି ଆଠ ଫୁଟ ଉଚ୍ଚତାରେ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ ତାର।
ଅନ୍ୟମନସ୍କ ଭାବେ ଯଦି କେହି ହାତ ଉଠାଇ ଦେବ, ଜୀବନ ଚାଲି ଯିବାର ଭୟ ମଧ୍ୟ ରହିଥିଲା । ବିଭାଗୀୟ କର୍ମଚାରୀ ସବୁ ଦେଖି ନ ଦେଖିଲା ପରି!-->!-->!-->…