ଦୃଷ୍ଟିହୀନ ପରିବାରକୁ ଭତ୍ତା କି ରାସନ ନାହିଁ ; ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର
ବିଧବା , ଭିନ୍ନକ୍ଷମ ଲୋକମାନଙ୍କ ପାଇଁ ସରକାର ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ଅନେକ ଉପକୃତ ହେଉଛନ୍ତି , ମାତ୍ର କାମିନୀ ପ୍ରଧାନଙ୍କ ପରି ନିରାଶ୍ରୟ ମହିଳାଙ୍କ ପାଇଁ ଏହି ଯୋଜନା ଅପହଞ୍ଚ ହୋଇ ରହିଛି ।
ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ନିକଟକୁ!-->!-->!-->…