ସ୍ବାମୀ ଚାଲିଗଲା ପରେ ୪ସନ୍ତାନ ଙ୍କୁ ନେଇ ବଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି ଶାନ୍ତି !
ସ୍ବାମୀ ଛାଡି ଆରପାରିକୁ ଚାଲିଗଲେ ତା ବାଦେ ଚାରି ସନ୍ତାନଙ୍କ ଲାଳନପାଳନ ବୋଝ ଉପରେ ଲଳିତା ବିଡା ସଦୃଶ। ନିଜେ ନଖାଇ ଚାରି ପିଲାଙ୍କ ପେଟ ପୁରାଇବାରେ ଅକ୍ଷମ ଶାନ୍ତି।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୁସୁମଯୋଡି ପଞ୍ଚାୟତ ଶାଳପଡା ହରିଜନ ବସ୍ତିର ସ୍ବର୍ଗତ ମାର୍କଣ୍ଡ ନାଏକଙ୍କ!-->!-->!-->…