ମନ୍ଦିର ପରିସର ପାଲଟିଛି ମଦ୍ୟପଙ୍କ ଆଡ୍ଡା
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ରଘୁବୀର ମନ୍ଦିର ପରିସରରେ କିଛି ଅସାମାଜିକ ବ୍ୟକ୍ତି ଏବଂ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ମନ୍ଦିର କମିଟି ଏବଂ ପୂଜକ ମାନଙ୍କ ତରଫରୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ହିନ୍ଦୋଳ ଥାନାଅଧିକାରୀ ନିରବ ଦ୍ରଷ୍ଟା ସାଜିଥିବାରୁ ଏହାର ସୁଯୋଗ ନେଇ!-->…