ଖବର ପ୍ରସାରଣ ପରେ ସୁରକ୍ଷିତ ହେଲା ଅସୁରକ୍ଷିତ ବିଦ୍ୟୁତ୍ ଟ୍ରାନ୍ସଫର୍ମର
ଗଁଦିଆ ବ୍ଲକ୍ ଅନ୍ତର୍ଗତ ରାଇତଳା ପଞ୍ଚାୟତ ବାଲିଯୋରନ୍ଦା ଗ୍ରାମରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବହୁଦିନ ହେବ ବିପଦ ସଙ୍କୁଳ ଅବସ୍ଥାରେ ପଡିଥିଲା , ଟ୍ରାନ୍ସଫର୍ମର ଚାରି ପାଖରେ ଗଛ ଲତା ମାଡି ଯାଇଥିବା ବେଳେ ଟ୍ରାନ୍ସଫର୍ମର ର ଫ୍ୟୁଜ ସେକସନ ଟି ବହୁ ତଳେ ଥିବାରୁ ଧନ ଜୀଵନ ହାନି ହେବାର ଆଶଙ୍କା!-->…