ମା ଥାନପତି ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଆଜି ଓଡ଼ାପଡ଼ା ବ୍ଲକ ମିନିଷ୍ଟାଡିୟମ ଠାରେ ମା ଥାନପତି କ୍ରିକେଟ କପ୍ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୧୬ ଟି ଟିମ୍ କୁ ନେଇ ଗତ ୯ ତାରିଖରୁ ଆରମ୍ଭ ହୋଇ ଥିବା କ୍ରିକେଟ ସିରିଜ ଆଜି ଅପରାହ୍ନରେ ପୁରସ୍କାର ବିତରଣ କରାଯାଇଛି।
୨୦ ଓଭର୍ ବିଶିଷ୍ଟ ଫାଇନାଲ ମ୍ୟାଚ ରେ ପ୍ରଥମେ ବିନଦାସ!-->!-->!-->…