ବୁଦ୍ଧେଶ୍ଵର ମହୋତ୍ସବରେ ଖୁଣ୍ଟରେ ବାନ୍ଧି ମାଡ଼ ଘଟଣାରେ ୪ଗିରଫ
ଭୁବନ ଥାନା ଅନ୍ତର୍ଗତ ବୁଦ୍ଧେଶ୍ଵର ମହୋତ୍ସବରେ ମୀନାବଜାର ଦୋଳି ପଡ଼ିଥିବା ଗୋପାଳପୂର ୟୁନିଟ ୧୮ ଖତିଆନ ୪୧ପ୍ଲଟ ୮୫୭ ଜମିର ମାଲିକାନା ପ୍ରଶାନ୍ତ ମଲ୍ଲିକ ଙ୍କ ଜେଜେ ନାମରେ ରହିଛି । ପ୍ରଶାନ୍ତ କିମ୍ବା ତାଙ୍କ ବାପା ଭାରତ ମଲ୍ଲିକ କୁ ନଜଣାଇ ମୀନା ବଜାର ଦୋଳି ପକାଯାଇଥିଲା । ଫଳରେ ଜମିକୁ!-->…