ଗୋଚର ଜମି ଉପରେ ବେଧଡକରେ ଚାଲିଛି ମାଙ୍କଡା ପଥର କଟା
ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନଡ଼ିଆଳି ଗ୍ରାମ ପଞ୍ଚାୟତ ର ଦଲକ ଗ୍ରାମରେ ଗୋଚର ଜମି ଉପରେ ବେଧଡକରେ ଚାଲିଛି ମାଙ୍କଡା ପଥର କଟା ।
ଗୋଚର ଜମି ଉପରେ ବିନା ଫଳକରେ ଏବଂ ମେସିନ ଦ୍ୱାରା NREGS କାମ ହେଉଛି । ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ କହିବା କଥା ସେ ଏହିସବୁ!-->!-->!-->!-->!-->…