ଇଲେକ୍ଟ୍ରି ସବ-ଷ୍ଟେସନର ନାମକରଣ ନେଇ ଭୁବନ ବ୍ଲକ ମୃଦଙ୍ଗା ଗ୍ରାମବାସୀ ଅସନ୍ତୋଷ ; କାର୍ଯ୍ୟ କ୍ଷମ ପୂର୍ବରୁ ପକାଇଲେ…
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମୃଦଙ୍ଗା ପଞ୍ଚାୟତର ମୃଦଙ୍ଗା ଗ୍ରାମବାସୀ ବିଦ୍ୟୁତ୍ ସବ-ଷ୍ଟେସନର ନାମକରଣ ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ମୁତାବକ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବର୍ତ୍ତମାନର ସ୍ଥାନୀୟ ବିଧାୟକ ତଥା ଖଣି ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର!-->…