ସୋସିଆଲ ମିଡିଆ ର ତାକତ୍ ଓ ବାବା କି ଢାବା
ଆଜି ସଖାଳେ ଫେସବୁକ ଖୋଲୁ ଖୋଲୁ ଦିଲ୍ଲୀ ର ମାଲବ୍ୟ ନଗର ଏକ ଢାବା "ବାବା କି ଢାବା" ଛୋଟିଆ ଦୋକାନ ଟିଏ ପନିର ମଟର ଆଉ ରୋଟି ବିକ୍ରି କରୁଥିବା ଖୁବ୍ ଛୋଟ ଦୋକାନ ,ର ଭିଡିଓ ଦେଖୁଥିଲି ,ଜଣେ ଫୁଡ୍ ବ୍ଲଗର (ୟୁଟ୍ୟୁବର ) ଢାବର ମାଲିକ ଙ୍କ ସହ କଥା ହେବା ବେଳେ ବିକ୍ରି ହେଉନଥିବାରୁ ଭୋ ଭୋ!-->!-->!-->…