ଟକ୍ର ଧକ୍କାରେ ମହିଳା ମତୃ ,ଅଞ୍ଚଳରେ ଉତ୍ତେଜନା
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ଗୋବିନ୍ଦପୁର ପଞ୍ଚାୟତ ଗହମଖୁଣ୍ଟି ଠାରେ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ , ସଦର ଥାନା ଅନ୍ତର୍ଗତ ବିରାଡିଆ ଗ୍ରାମର ବାବୁ ନାୟକଙ୍କ ପତ୍ନୀ ଇନ୍ଦିରା ନାୟକ ବୁଧବାର ମଧ୍ୟାହ୍ନରେ ସମ୍ପର୍କୀୟ ସହ!-->!-->!-->…