ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ର ପ୍ରଭାବ ; ବାର୍ଦ୍ଧକ୍ୟ ଭତ୍ତା ପାଇବେ କମଳାକାନ୍ତ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଦିଘି ପଞ୍ଚାୟତ ଅନ୍ତର୍ଗତ ଗୋରଡ଼ିଆ ଗ୍ରାମର କମଳାକାନ୍ତ ଦାସ ବୟସ ପ୍ରାୟ ୭୭ । ଗୋଟିଏ ଗୋଡ଼ ପରାଲିସିସ, ଛୋଟେଇ ହୋଇ ତେଲ ଲୁଣ ସଂସାର ବିତାନ୍ତି । ତେବେ ଏଭଳି ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତା ଟିକିଏ ପାଇଁ ହନ୍ତସନ୍ତ ହେଉଥିଲେ କମଳାକାନ୍ତ ଯାହାର ଖବର!-->…