ପଶ୍ଚିମେଶ୍ଵର ମନ୍ଦିର ଠାରେ ଢେଙ୍କାନାଳ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ
ଐତିହ୍ୟର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ସମର୍ପିତ ଢେଙ୍କାନାଳ ଐତିହ୍ୟ ପଦଯାତ୍ରା ଅନୁଷ୍ଠାନ ପକ୍ଷରୁ ଆଜି ତାର ଅଷ୍ଟମ ସଂସ୍କରଣରେ ଢେଙ୍କାନାଳର ପ୍ରାଚୀନ ଶୈବପୀଠ ପଶ୍ଚିମେଶ୍ଵର ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଆଜି ସକାଳ ୮ଟା ସମୟରେ ଢେଙ୍କାନାଳ ସଦର ମହକୁମାଠାରୁ ୨୦ କି ମି!-->…