କେନାଲ ରୁ ଉଦ୍ଧାର ହେଲା ବୃଦ୍ଧ ଦମ୍ପତି ଙ୍କ ମୃତଦେହ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟୀ ନିକଟରେ ଥିବା କେନାଲରେ ବୃଦ୍ଧ ଦମ୍ପତି ବୁଡ଼ି ମୃତ । ମୃତକ ହେଲେ ପଞ୍ଚୁବଟୀ ଗାଁର ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ଦୁଃଶାସନ ସାହୁ ଓ ପତ୍ନୀ ପଦ୍ମାବତୀ ସାହୁ ।
ଗତକାଲି ସକାଳୁ ମୃତ ଦମ୍ପତି ଘରୁ ନିଖୋଜ ଥିଲେ ।ଗତକାଲି ରାତିରେ!-->!-->!-->…