ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଜଣେ ବ୍ୟକ୍ତିଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ,ଆଜି ସକାଳେ ରସୋଳ ଥାନା କାରନ୍ଦା ପଂଚାୟତର ଶୀଧେଶ୍ୱରପୁର ଗ୍ରାମର ସ୍ୱର୍ଗତ କୃପାସିନ୍ଧୁ ସାମଲ ଙ୍କ ପୁଅ ଶ୍ୟାମସୁନ୍ଦର ସାମଲ(୪୫) ଙ୍କ ମୃତ୍ୟୁଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି!-->…