ବେଆଇନ ପଥରଖଣିରେ ଦୁର୍ଘଟଣା ଜଣେ ମୃତ, ଚାରି ଗୁରୁତର
ଢେଙ୍କାନାଳ ଜିଲ୍ଲାରେ ପଥର ଖଣି ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ସେହିପରି ଏକ ଅଭାବନୀୟ ଘଟଣାରେ ହିନ୍ଦୋଳ ଉପଖଣ୍ଡର ଏକ ପଥର ଖଣିରେ ମର୍ମନ୍ତୁତ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ , ହିନ୍ଦୋଳ ଉପଖଣ୍ଡ!-->!-->!-->…