ଭିଜିଲାନ୍ସ ଦ୍ୱାରା ପୂର୍ବତନ ମୋଟଙ୍ଗା ସବଇନିସ୍ପେକ୍ଟର ଦୋଷୀ ସାବ୍ୟସ୍ତ ,୨ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ହଜାର…
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନାର ପୂର୍ବତନ ସବଇନିସ୍ପେକ୍ଟରଙ୍କୁ ଜିଲ୍ଲା ଭିଜିଲାନ୍ସ ସ୍ପେଶାଲ ଜଜ ଗତ ୨୦୧୭ ମସିହାରେ ଲାଞ୍ଚ ନେବା ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହତି ୨ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଥିବାର!-->…