ଫ୍ୟାନ ରେ ଝୁଲି ଯୁବକଙ୍କ ଆତ୍ମହତ୍ୟା
ଢେଙ୍କାନାଳ ସହରର କାଞ୍ଚନ ବଜାରର ସୁରଜ ପାଣ୍ଡେ (୩୨) ଆତ୍ମହତ୍ୟା କରିଥିବା ଜଣାପଡିଛି । ସେ ଜଣେ ଡ୍ରାଇଭର ହୋଇଥିବା ବେଳେ ଗତକାଲି କୌଣସି କାରଣରୁ ପରିବାର ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ ନେଇ ସେ ଏକ ଘର ଭିତରେ ଫ୍ୟାନରେ ରଶି ଲଗାଇ ଦେଇଥିଲେ ।
ଆଜି କବାଟ ନଖୋଲିବାରୁ ପରିବାର ଲୋକ!-->!-->!-->…