News
lipub
samparksetu

ଖାଇଗଲେ ଆଠ ଲକ୍ଷ ପଚାଶ ହଜାର ଟଙ୍କା , ଭିଜିଲାନ୍ସ ତଦନ୍ତ ଦାବି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର କଙ୍କଡ଼ାହାଡ଼ ବ୍ଳକ ଓ ପଞ୍ଚାୟତ ଅର୍ନ୍ତଗତ କନ୍ଧରା ଠାରୁ ସୁନିଆ ଗ୍ରାମକୁ ଯାଇଥିବା ମୁଖ୍ୟ ରାସ୍ତା ନିର୍ମାଣ ପାଇଁ ମହାତ୍ମାଗାନ୍ଧି ଜାତୀୟ ଗ୍ରାମିଣ ନିଶ୍ଚିତ୍ କର୍ମ ନିଯୁକ୍ତି ଯୋଜନାରେ ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଆଠ ଲକ୍ଷ ପଚାଶ ହଜାର

ସ୍ୱାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୭ତମ ସ୍ୱାଧିନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁଟି ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭା ପତିତ୍ୱରେ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିନକୁ ସରସ ସୁନ୍ଦର ଭାବରେ ପାଳନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

ହଟିଲା ବେଆଇନ ହୋର୍ଡିଂ

ସହରରେ ଲାଗିଥିବା ସମସ୍ତ ବେଆଇନ ହୋର୍ଡିଂ ଗୁଡିକୁ ଆଜି ଉଚ୍ଛେଦ କରାଯାଇଛି । ଆଗକୁ ପୁଣି ବିନା ଅନୁମତିରେ ହୋର୍ଡିଂ ଲଗାଇଲେ ଜରିମାନା ଆଦାୟ କରାଯିବ । ଏନେଇ ଆଜି ପୌରନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ପ୍ରକାଶ କରିଛନ୍ତି । ସହରର ପ୍ରତ୍ୟେକ ଛକରେ ଲୁହା ଫ୍ରେମରେ ଲାଗିଥିବା

ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି ବାପା ଝିଅ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡ଼ଙ୍ଗୀ ଗ୍ରାମର ଭିନ୍ନକ୍ଷମ କାମିନୀ ଓଝା ଓ ତାଙ୍କ ବାପା ଜଳଧର ଓଝା , ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ବାସ ଗୃହ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି ହୋଇଛି । ସୂଚନା ଥାଉକି , କାମିନୀ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ପରିବାର

ଜମି ବାଡ଼ି ବିବାଦକୁ ନେଇ ବଡ଼ ମା’ ଙ୍କୁ ହାଣିଲା ପୁତୁରା

ଜମିଜମା ଓ ଦୋକାନ ଘର ଭାଗ ବଣ୍ଟା କୁ ନେଇ ୨ ଭାଇ ଙ୍କ ଝଗଡା । ପୁତୁରା ର କଟୁରୀ ଚୋଟ ରେ ବଡ଼ ମା' ବିଜୁଳି (୫୦) ଓ ଭାଇ ମାନସ (୨୪ ) ଗୁରୁତର ଆହତ ହୋଇ ପ୍ରଥମେ ଭୁବନ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି । ସୂଚନା ଅନୁଯାୟୀ ଭୁବନ ଥାନା ଅନ୍ତର୍ଗତ ଭୁବନ ଏନଏସି ଗଣେଶ ବଜାର ର ବିଦ୍ୟାଧର

ତଣ୍ଟି ଦରଜ ରୋଗୀଙ୍କୁ ପେଟଟଣା ଔଷଧ ଦେଲେ ଡାକ୍ତର !

ତଣ୍ଟି ଦରଜ ରୋଗୀଙ୍କୁ ପେଟଟଣା ଔଷଧ ଦେଇଦେଲେ ଡାକ୍ତର,ଢେଙ୍କାନାଳ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଏପରି ଘଟଣା ଦେଖିବାକୁ ମିଳିଛି । ଢେଙ୍କାନାଳ ସହରର ସାନନ୍ଦ ଜେନାଙ୍କ ଝିଅର ଥଣ୍ଡାରୁ ନାକରୁ ପାଣି ଗଡିବା ସହ ତଣ୍ଟି ଦରଜ ହୋଇଥିଲା । ଗତକାଲି ସେ ଝିଅକୁ ନେଇ ବାଜିଚୌକ ଠାରେ

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଙ୍କ ଧାରଣା

ପ୍ରସ୍ତାବିତ ନୂତନ ରାଜସ୍ବ ଗ୍ରାମରେ ଗ୍ରାମ୍ୟ ଜଙ୍ଗଲ ସାମିଲକୁ ନେଇ ବିରୋଧ କରି ଗ୍ରାମବାସୀଙ୍କ ତହସିଲ ଅଫିସ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ପରଜଙ୍ଗ ବ୍ଲକ କଲଦା ଗ୍ରାମରୁ ଶୁଣ୍ଢିତଇଲା ଗ୍ରାମ ଅଲଗା ହୋଇ ନୂଆ ରାଜସ୍ବ ଗ୍ରାମ ମାନ୍ୟତା ପାଇଛି। କିନ୍ତୁ ସରକାରଙ୍କ ତରଫରୁ ନୂତନ ରାଜସ୍ବ

ସାହାଯ୍ୟ ଅପେକ୍ଷାରେ କୃଷ୍ଣ

ସାନ୍ଦା ଗ୍ରାମ ପଞ୍ଚାୟତର ବାଲିପଶି ପଡ଼ା ଗ୍ରାମର କୃଷ୍ଣ ସାହୁ ବିଗତ ଦୁଇ ବର୍ଷରୁ ଅଧିକ ସମୟ ହେବ କିଡନୀ ରୋଗରେ ପୀଡିତ ହୋଇ ବ୍ୟୟବହୁଳ ଚିକିତ୍ସା ଭାରରେ ଆର୍ଥିକ ଅନଟନ ମଧ୍ୟରେ କାଳାତିପାତ କରୁଛନ୍ତି। ବର୍ତ୍ତମାନ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଅଭାବରୁ ସପରିବାର ଆଶା ଓ ଆଶଙ୍କା

କେନାଲ ରେ ବୁଡି ଚାଷୀ ନିଖୋଜ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ଗେଙ୍ଗୁଟିଆ ଗ୍ରାମର ଚାଷୀ ଅନ୍ତର୍ଯ୍ୟାମୀ ସାହୁ (୬୦) ଆଜି ଅପରାହ୍ନ ୨ ଘଟିକା ବେଳେ ରେଙ୍ଗାଲି ମୁଖ୍ୟ ବାମ କେନାଲ ର ଗେଙ୍ଗୁଟିଆ ନିକଟରେ ଗାଧୋଉଥିବା ବେଳେ ଅସାବଧାନତା ହେତୁ ପାଣିରେ ବୁଡି ଯାଇଥିଲେ । ତାଙ୍କର ଘରକୁ ଫେରିବା

ଜମିହରା ପ୍ରଜାଙ୍କ ରୁଙ୍ଗଟା କମ୍ପାନୀ ସମ୍ମୁଖରେ ଆନ୍ଦୋଳନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଜମିହରା ବିସ୍ଥାପିତଙ୍କୁ ଠକିଦେଇଛି ହିନ୍ଦୋଳ ଉପଖଣ୍ଡରେ ଗଢିଉଠିଥିବା ରୁଙ୍ଗଟା କମ୍ପାନୀ । ଆଜି ସକାଳୁ ନିଜର ହକ ଦାବିରେ କମ୍ପାନୀ ସମ୍ମୁଖରେ ଉପଖଣ୍ଡ ତର୍କବେଡା ବାଲିସାହିର ବାସିନ୍ଦା ମାନେ ଧାରଣାରେ ବସିଥିବା ବେଳେ ହିନ୍ଦୋଳର ଜନପ୍ରିୟ ବିଧାୟିକା
error: Content is protected !!