ଦନ୍ତା ଆକ୍ରମଣରୁ ଜନଜୀବନ ସୁରକ୍ଷା ଦାବି
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଵିଧାରପୁର ପଞ୍ଚାୟତ ଆରୁହାଁ ଗ୍ରାମରେ ଦୀର୍ଘ ୨ ମାସ ହେବ ଦନ୍ତା ହାତୀ ଚଳପ୍ରଚଳ କରୁଥିବାରୁ ଗ୍ରାମବାସୀଙ୍କ ଜନଜୀବନ ସୁରକ୍ଷା ଦାବିନେଇ ଗ୍ରାମବାସୀମାନେ ବନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।
ଆରୁହଁ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗତ!-->!-->!-->…