ଜମି ଚଞ୍ଚକତା ଅଭିଯୋଗ ରେ ରେଙ୍ଗାଳୀ କେନାଲ ଆରଆଇ ଗିରଫ
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରେଙ୍ଗାଳୀ ଦକ୍ଷିଣ କେନାଲ ଜମି ଅଧିଗ୍ରହଣ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ରାଜସ୍ୱ ନିରୀକ୍ଷକ ଜମି ହଡପ ଅଭିଯୋଗରେ ଗିରଫ ହୋଇଥିବାର ଜଣାପଡିଛି ।ରେଙ୍ଗାଳୀ ଦକ୍ଷିଣ କେନାଲ ଜମି ଅଧିଗ୍ରହଣ ଅଧିକାରୀଙ୍କ କାର୍ଯ୍ୟଳୟରେ ଚିରଞ୍ଜନ ମହାପାତ୍ର ରାଜସ୍ୱ!-->…