ବଜ୍ରପାତରେ ୧୩ ମେଣ୍ଢା ଙ୍କ ଚାଲିଗଲା ଜୀବନ
ବଜ୍ରପାତରେ ଚାଲିଗଲା ୧୩ ମେଣ୍ଢାଙ୍କ ଜୀବନ । ଢେଙ୍କାନାଳ କାଇମାଟି ଆଛନ୍ଦ ଗାଁର ବିପିନ ବିହାରୀ ବେହେରାଙ୍କର ୧୩ଟି ମେଣ୍ଢା ମରିଥିବା ଜଣାଯାଇଛି। ଆଜିର କାଳବୈଶାଖୀ ବର୍ଷା ବେଳେ ବଜ୍ରପାତ ଘଟି ଏପରି ଅଘଟଣ ଘଟିଛି ।
ଶ୍ରୀ ବେହେରାଙ୍କର ପ୍ରାୟ ୭୦ଟି ମେଣ୍ଢା ରହିଛି। ଆଜି ସକାଳୁ ବିଲକୁ!-->!-->!-->…