News
lipub
samparksetu

ମନରେଗାରେ ଶ୍ରମିକ ବଦଳରେ ରାତିରେ ଜେସିପି କରୁଛି ଶ୍ରମିକ କାମ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଚାନ୍ଦପୁର ପଂଚାୟତରେ ଗୋଟିଏ ପରେ ଗୋଟିଏ ମେସିନ ଲଗେଇ ଠିକାଦାର କାମ କରୁଛି!ଜବ କାର୍ଡଧାରୀ ଶ୍ରମିକ କାମ ନ ପାଇଁ ଘରେ ବସିଥିବା ଅଭିଯୋଗ ହେଉଛି । ଜବକାର୍ଡ ଧାରୀଙ୍କ ପାଇଁ ସରକାର ମନରେଗା ଯୋଜନା କରିଥିଲେ ସୁଦ୍ଧା ଜବକାର୍ଡ ଶ୍ରମିକ ବଞ୍ଚିତ

ଦାବି ପୂରଣ ନ ହେଲେ ପୂର୍ବତନ ସୈନିକ ସଂଘର ଆନ୍ଦୋଳନ ଚେତାବନୀ

ଢେଙ୍କାନାଳ ପୂର୍ବତନ ସୈନିକ ସଂଘ ପକ୍ଷରୁ ସହରସ୍ଥିତ ଲେଖକ ସଂସଦ ଭବନ ଠାରେ ସୋମବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି କୈଳାସଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ବୈଠକରେ ସଂଘର ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାଜ୍ୟ ଓ ଦେଶବ୍ୟାପୀ

ଭୁବନ ଅଞ୍ଚଳର ବିକାଶ ରେ ବାଧକ ସାଜୁଛି ଜବରଦଖଲ

ଢେଙ୍କାନାଳ ଜିଲ୍ଲା ଭୂବନ ବିଜ୍ଞାପିତଅଞ୍ଚଳ ବର୍ତ୍ତମାନର ନଗରପାଳ ଶୁଭେନ୍ଦୁ କୁମାର ସାହଙ୍କ ତତ୍ତ୍ଵାବଧାନରେ ବିକାଶ ମୂଳକ କାର୍ଯ୍ୟ ଆଗେଇବାରେ ବୁଦ୍ଧେଶ୍ବର ମନ୍ଦିର ନିକଟସ୍ତ ସାତ ଏକର ଜମି ଜବରଦଖଲ ମୁକ୍ତ କରିବାରେ ମାଇଲ ଖୁଣ୍ଟ ହୋଇଛି l କିନ୍ତୁ ସେହି ଉନ୍ନତ ମୂଳକ କାର୍ଯ୍ୟ ରେ ସାଧାରଣ

କୂଅ ପାଣି ଭରସାରେ ସାହି ବାସିନ୍ଦା

ଢେଙ୍କନାଳ ଜିଲ୍ଲା ଭୁବନ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ପାନୀୟ ଜଳ ଯୋଗାଣ ରେ ସଙ୍କଟ ହେଉଥିବା ଦେଖିବାକୁ ମିଳିଛି I ଗ୍ରୀଷ୍ମ ଆରମ୍ଭ ରୁ ଉକ୍ତ ଗ୍ରାମକୁ ପାନୀୟଜଳ ଠିକ୍ ଭାବେ ଯୋଗାଣ ହେଉ ନଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଉକ୍ତ

ସତରେ ତୁମେ ଆସ ଭାରି ଅଝଟ ପଣରେ

ତୁମେ ଆସ ପାହାନ୍ତି ପ୍ରହରେନିଘୋଡ଼ ନିଦରେ,ସ୍ବପ୍ନ ଗାଲିଚାରେକେବେ ପୁଣି ନିଛାଟିଆ ଖରାବେଳେ,ଠାକୁର ଘରେ ଅବା ରୋଷଶାଳା ଠାରେ,କେବେ ପୁଣି ଚମକାଇ ଦିଅଗାଧୁଆ ଘରେ ପାଣିର କଳକଳ ଶବ୍ଦରେ,କେବେ କେବେ କାର୍ଯ୍ୟାଳୟରଟେବୁଲ ଉପରେକୁଢ଼ କୁଢ଼ ଫାଇଲର ଗଦା ଭିତରେ l ତୁମେ ଆସିବାର ସମୟକାହାକୁ ବା

କଲମ ବ୍ୟସ୍ତ ଥିବ

କେତେ କେତେ କବିତାଆଜି ରଚନା ହେଉଥିବ ,ମୁଁ ରୁ ତୁମେ ତୁମେ ରୁ ବିଶ୍ୱଆଜି ବିଶ୍ୱରେତୁମ ଓ ମୋ ଭାବନାନିଜନିଜ ବିଶ୍ୱ ରଚୁଥିବ । ପ୍ରେମର କବିତା ଲେଖୁଥିବ !ନୂଆ ନୂଆ ଭାବନାକୁକାହା ପାଦତଳେ ସମର୍ପି ଥିବ !ନା ନିରୀହ ଫୁଲକୁ ହତ୍ୟା କରିପ୍ରେମ ନିବେଦନର ପଂକ୍ତି ଲେଖୁଥିବ ?ନା ଓଠ କିମ୍ବା

ଅଧାରେ ରହିଗଲା ଅଜାଘର ବୁଲା, ରାସ୍ତାରେ ଚାଲିଗଲା ଜୀବନ

ଅଧାରେ ରହିଗଲା ଅଜାଘର ବୁଲା, ରାସ୍ତାରେ ଚାଲିଗଲା ଜୀବନ ।ଦଶମ ପରୀକ୍ଷା ସାରିଯାଇଥିବାରୁ ଅଜା ଘର ବୁଲି ଯାଉଥିଲା । କାହିଁ କେତେଯେ ମଉଜ ରେ ଛୁଟି କଟିଥାନ୍ତା ହେଲେ ଆଖି ପିଛୁଳାକେ ସବୁ ଧୂଳିସାତ ହୋଇଗଲା । ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥ ନିକଟରେ

ଜିଲ୍ଲା ର ଦୁଇଟି ଭିନ୍ନଭିନ୍ନ ସ୍ଥାନରେ ଲୁଟ

ଢେଙ୍କାନାଳ ଜିଲ୍ଲା ସଶାପଷି ତାରିଣୀ ମନ୍ଦିର ନିକଟରୁ ଲୁଟ୍ ହୋଇଛି । ମାରଣାସ୍ତ୍ର ଦେଖାଇ ଗ୍ରାହକ ସେବାକେନ୍ଦ୍ର ମାଲିକ ରଶ୍ମୀରଞ୍ଜନ ପଣ୍ଡାଙ୍କଠାରୁ ୨ ଲକ୍ଷ ୧୭ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁଯାୟୀ , ଘରୁ ଟଙ୍କା ନେଇ କଙ୍କଡାହାଡ ସ୍ଥିତ ନିଜ ଗ୍ରାହକ

ସାଇକେଲ ଆରୋହୀ ଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ତୁମୁସିଙ୍ଗା ଥାନା ଅନ୍ତର୍ଗତ ପଣ୍ଡୁଆ ଛକ ନିକଟରେ ଟ୍ରାକ୍କର ଦୁର୍ଘଟଣାରେ ସୋଗର କାଟେଣୀ ଗ୍ରାମର ରମେଶ ନାୟକ (୪୨) ଟ୍ରାକ୍ଟର ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ , କାକ୍ଷାନଗର- ଢେଙ୍କାନାଳ ମୁଖ୍ୟ ରାସ୍ତା କାର୍ଯ୍ୟ

ପାଣି କାଢୁଥିବା ବେଳେ କୂଅରେ ପଡି ମହିଳା ମୃତ

କୂଅରୁ ପାଣି କାଢୁଥିବାବେଳେ ଅସାବଧାନତା ହେତୁ କୂଅରେ ପଡି ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କାମାକ୍ଷାନଗର ଥାନା ମଠକରଗୋଳା ଗ୍ରାମର ନିହଲି ବାରିକ। ସୁଚନା ମୁତାବକ ଆଜି ସକାଳେ ମହିଳା ଜଣକ କୂଅରୁ ଦଉଡି ସାହାଯ୍ୟରେ ପାଣି କାଢୁଥିଲେ ,ଅସାବଧାନତା ହେତୁ ସେ କୂଅରେ ପଡିଯାଇଥିଲେ।
error: Content is protected !!