ମୁଁ ସ୍ଵାଧୀନତା ଦେଇଛି
ଦେଶ କୁ ସ୍ଵାଧୀନତା ମିଳିନଥାଏ। ଗାନ୍ଧିଜୀ ଭାରତ ଛାଡ ଆନ୍ଦୋଳନ ର ଡାକରା ଦେଇଥାନ୍ତି। ପୁରା ଦେଶ ଚଳ ଚଞ୍ଚଳ ହୋଇଉଠି ଥାଏ। ସେହି ସମୟରେ ଆମ ଓଡ଼ିଶା ର ଗୋଟେ ଛୋଟ ଗାଁ ସରଧାପୁର ର ସତ୍ୟାନନ୍ଦ ମହାପାତ୍ର ଯିଏ କି ଶିକ୍ଷକତା ଛାଡ଼ି ଆନ୍ଦୋଳନ ରେ ଯୋଗ ଦେଇଥାନ୍ତି। ତାଙ୍କ ଘରେ ଆନ୍ଦୋଳନକାରୀ!-->…