News
lipub
samparksetu

ଅଚିହ୍ନା ନାୟିକା-୭

ବହୁଦିନ ପରେ ଅଚିହ୍ନା ନାୟିକାହୋଲିରେ ଯେ ଦେଖାହେଲା,ସଖୀ ସଙ୍ଗେ ମିଶି ଆନନ୍ଦ ମନରେଅବିର ସେ ଖେଳୁଥିଲା। ହୋଲିର ରଙ୍ଗରେ ରଙ୍ଗାୟିତ ହୋଇନାଚୁଥିଲା ଝୁଲି ଝୁଲି,ମୋତେ ଦେଖି ସଙ୍ଗେ କାହିଁକି କେଜାଣିକେଉଁଆଡେ ଗଲା ଚାଲି..! ରଙ୍ଗ ଅବିରକୁ ହାତରେ ମୁଁ ଧରିଖୋଜିଲି ଅଚିହ୍ନା ନାୟିକା,ଗହଳି

ଡକାୟତି ପାଇଁ ଏଲଆଇସି ଏଜେଣ୍ଟଙ୍କୁ ହାଣିଲା ଲୁଟେରା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଲୁଟେରା ଆତଙ୍କ,ଖବରରୁ ପ୍ରକାଶ ଗତକାଲି ଅପରାହ୍ନ ୫ଟା ସମୟରେ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ -୬ ବାସିନ୍ଦା ତଥା ବରିଷ୍ଠ ଏଲଆଇସି ଏଜେଣ୍ଟ ପ୍ରସନ୍ନ କୁମାର ସାହୁ ୱାର୍ଡ ୩ଚଣାବାରିଆ ନିକଟ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ସହ ଏଲଆଇସି କାମରେ

ବିସର୍ଜିତା

ସେ ସହର ବାହାର ନିଶବ୍ଦତାକୁ ନିଜ ହାଜିରି ଦେବାକୁ ଯାଇ ନଦୀଟି କୁଳୁକୁଳୁ ସ୍ୱଶବ୍ଦରେ ନିମଗ୍ନ ଥିଲା । ଇଛା ହେଉଥିଲା ସେ ସୃଷ୍ଟି ନିୟମକୁ ଟିକେ ସମୟ ପାଇଁ ନିଜ ଆୟତରେ ରଖି ବହିଯାଅନ୍ତା ଦେବୀଙ୍କ ମୃଣ୍ମୟ ପ୍ରତିମାର ପାଦପଦ୍ମ ପାଖକୁ । ଆଉ ଆଞ୍ଜୁଳା ଆଞ୍ଜୁଳା ଶୀତଳ ଜଳ ଦେବୀଙ୍କ ମୋହିନୀ ରୁପ

ପଂଗୁଣ ଆସିଲା

ପଂଗୁଣ ଆସିଲା ମଳୟ ମୋହିଲା ଆମ୍ବ ବଉଳର ବାସନାକି ମନୋହର ସେ ଦିବସ ଓ ନିଶି ପୂଣ୍ଣମୀ କିରଣ ଜୋଛନା॥୧କୁରେହିଁ ପୁଲର ବାସ ଚହଟାଇ ପ୍ରିତି ରରଂଗ ଆସିଲାପଳାସ ପୁଂଲର ନାଲିଆ

ମହୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ବାର୍ଷିକ ମହୋତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତରଗର୍ତ ମହୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ବାର୍ଷିକ ଉତ୍ସବ ମହା ସମାହାରରେ ପାଳିତ ହୋଇଛି ।ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମୁଖ୍ୟ ଅତିଥି ମହେଶ ସାହୁ ପରଜଙ୍ଗର ବିଧାୟକ ତଥା ପୂର୍ବତ୍ତନ ମନ୍ତ୍ରୀ ଡ. ନୃଶିଂହ ଚରଣ ସାହୁ

ଓମେନ୍ସ ଆଚିଭର୍ସ ଅଫ ଓଡ଼ିଶା ଆୱାର୍ଡ ଜିତିଲେ ଢେଙ୍କାନାଳ ଝିଅ ଅଙ୍କିତା

ସାଧନ ଓ ଧର୍ଯ୍ୟର ସହ ସବୁ ସୁବିଧା ଅସୁବିଧା କୁ ସାମ୍ନା କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳା ମାନଙ୍କ ସମ୍ମାନ ପାଇଁ ପାଳନ କରାଯାଏ ବିଶ୍ୱ ମହିଳା ଦିବସ । ପ୍ରମେୟ ଏବଂ ନିୟୁଜସେଭେନ ପରିବାର ର ମିଳିତ ଆୟୋଜନ ରେ ଏଭଳି ଏକ ଉତ୍ସବ ପାଳିତ ହୋଇଛି ,ଦୁର୍ଗମ ଅଞ୍ଚଳର

ଘର ତାଲା ଭାଙ୍ଗି ଟଙ୍କା ଓ ସୁନା ଚୋରି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ନୂଆ ଆଳୁତୁମା ଗ୍ରାମ ବସ୍‌ଷାଣ୍ଡ ପଛରେ ରହୁଥିବା ଜିତେନ୍ଦ୍ର ନାୟକ ଙ୍କ ଘରୁ ଗତ ରାତିରେ କିଛି ଦୁର୍ବୃତ୍ତ ଘର କବାଟ ଭାଙ୍ଗି ଘର ଭିତରେ ଥିବା ଦୁଇଟି ଆଲମାରୀ ଭାଙ୍ଗି ପ୍ରାୟ ୬୦ ହଜାର ଟଙ୍କା ସହ କାନଫୁଲ , ମୁଦି,ଚେନ୍‌,ଚୁଡ଼ି ରୂପା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜାଲିଆତି ,ପଣ୍ଡା ନର୍ସିଂହୋମ ସିଲ କଲା ଟିମ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଗୁଡିଆନାଳୀରେ ଥିବା ପଣ୍ଡା ନର୍ସିଂହୋମକୁ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାକୁ ଜାଲିଆତି କରିବା ଘଟଣାରେ ପ୍ରଶାସନ ତରଫରୁ ସିଲ କରାଯାଇଛି । ସହର ସ୍ଥିତ ଟାଉନଥାନା ନିକଟସ୍ଥ ଗୁଡିଆନାଳୀରେ ରେ ଥିବା ପଣ୍ଡା ନର୍ସିଂ ହୋମକୁ କିଛି ଦିନ ତଳେ ଜଣେ

ଯୋରନ୍ଦା ଶିଶୁ ବିଦ୍ୟା ମନ୍ଦିର ନୂତନ ପରିଚାଳନା ସମିତି ଗଠିତ

ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଖଣ୍ଡ ଅନ୍ତର୍ଗତ ଯୋରନ୍ଦା ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷା ବିକାଶ ସମିତି ଓଡିଶା ତତ୍ୱାବଧାନରେ ନୂତନ ଶିକ୍ଷା ପରିଚାଳନା ସମିତି ଗଠନ ହୋଇଯାଇଛି । ଶିକ୍ଷା ବିକାଶ ସମିତି ଓଡିଶା ପକ୍ଷରୁ ମଧ୍ୟ ସମ୍ଭାଗ ସମ୍ପାଦକ ସନ୍ତୋଷ କୁମାର ପୃଷ୍ଟି, ଢେଙ୍କାନାଳ ସଙ୍କୁଳ

ଶ୍ମଶାନ ଘାଟକୁ ନେଇ ବିବାଦ,ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଳା ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଖମାର ଗ୍ରାମରେ ଶ୍ମଶାନ ଘାଟ ଜମି ଚିହ୍ନଟକୁ ନେଇ କିଛି ବ୍ୟକ୍ତି ଗ୍ରାମବାସୀଙ୍କୁ ଗାଳି ଗୁଲଜ କରିବା ସହିତ ହତ୍ୟାଧମକ ଦେବା ଘଟଣାରେ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ଚାଉଳିଆ ଖମାର ଗ୍ରାମରେ ଶ୍ମଶାନ
error: Content is protected !!