ଗଛ ତଳେ ଦଦରା କୁଡ଼ିଆରେ ଦିନ କାଟୁଛନ୍ତି ଭଗବାନ
ଗଛ ତଳେ ଦଦରା କୁଡ଼ିଆ,ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ଦିନରେ ସୂର୍ଯ୍ୟ ତ ରାତିରେ ଆତଯାତ ହେଉଛନ୍ତି ଜହ୍ନତାରା। ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ ଭିତରେ ଡିବିରିକୁ ଆଶ୍ରା କରି ଏଭଳି ଏକ ନିର୍ଜନ ସ୍ଥାନରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଭଗବାନ ନାୟକ। ସମସ୍ତେ!-->…