ଭୂକମ୍ପ ତାଲିକାରେ ଢେଙ୍କାନାଳ !
ଢେଙ୍କାନାଳ ଜିଲ୍ଲା ଭୂକମ୍ପ ପ୍ରବଣ ତାଲିକାର ଜୋନ-୩ରେ ରହିଛି । ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସ୍ପଟ ଭାବରେ ଉଲ୍ଲେଖ କରାଯାଇଛି ।ଭୁକମ୍ପ ପ୍ରବଣ ତାଲିକାରେ ରହିଥିଲେ ମଧ୍ୟକୌଣସି ଘର,ଅଟ୍ଟାଳିକା,ବିଦ୍ୟାଳୟ,ମଲ,ଆପାର୍ଟମେଣ୍ଟ ଭୁକମ୍ପ ପ୍ରବଣ ମାନ ଅନୁସାରେ ନିର୍ମାଣ!-->…