ଜନ୍ତୁ ଶୀକାର ପାଇଁ ଉଦ୍ୟମ କରୁଥିବାବେଳେ ଜଙ୍ଗଲରୁ ୩ ଶିକାରୀଙ୍କୁ କାବୁକଲା ବନ ବିଭାଗ
ହିନ୍ଦୋଳ ବନାଞ୍ଚଳର କର୍ଣ୍ଣପୁର ବିଟ ଅନ୍ତର୍ଗତ ପଡା ଗ୍ରାମ୍ୟ ଜଙ୍ଗଲ ମଧ୍ୟରୁ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଜନ୍ତୁ ଶୀକାର ପାଇଁ ଉଦ୍ୟମ କରୁଥିବା ବେଳେ ହିନ୍ଦୋଳ ବନ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇ ଜଙ୍ଗଲ ମଧ୍ୟରୁ ୩ ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଗୋଟିଏ!-->…