ପାଇଥିବା ସୁନାଗହଣା ଫେରେଇଲେ ଦମ୍ପତି
ଆଜିର ସମାଜରେ ଭଲମଣିଷ ତିଷ୍ଠି ରହିଛନ୍ତି ଏହା ଶୁଣିଲେ ବହୁତ ଖୁସି ଲାଗୁଚି । ଲକ୍ଷାଧିକ ଟଙ୍କାର ସୁନା ଗହଣା ପାଇକରି ମଧ୍ୟ ମନରେ ଲୋଭ ନରଖି ତାହାକୁ ସଠିକ ବ୍ୟକ୍ତିଙ୍କୁ ଫେରାଇ ନିଜର ମହାନତା ଦେଖାଇ ଗଁଦିଆ ବ୍ଲକରେ ଆଦର୍ଶ ହୋଇ ଯାଇଛନ୍ତି ଏକ ଦମ୍ପତ୍ତି ।
ସୂଚନା ଅନୁଯାୟୀ , ୫ତାରିଖ!-->!-->!-->…