News
lipub
samparksetu

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍‌-ଏ-ଥନ୍‌ର ତୃତୀୟ ସଂସ୍କରଣରେ ୩୫୦୦ ଧାବକଙ୍କ ଅଂଶଗ୍ରହଣ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳ ପ୍ରଶାସନ ସହଯୋଗରେ ଆୟୋଜନ କରାଯାଇଥିବା ମେଗା କ୍ରୀଡ଼ା କାର୍ଯ୍ୟକ୍ରମ ମେରାମଣ୍ଡଳୀ ରନ୍‌-ଏ-ଥନ୍‌ରେ ସାରା ଦେଶର ୩୫୦୦ରୁ ଅଧିକ ଉତ୍ସାହୀ ଧାବକଙ୍କ ଅଂଶଗ୍ରହଣ ଦେଖିବାକୁ ମଳିଥିଲା । ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ହିନ୍ଦୋଳ ବିଧାୟିକା

ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ବିଶ୍ୱ ପ୍ରସିଦ୍ଧ ମାଘମେଳା ଶନିବାର ଦିନ ଚତୁର୍ଦ୍ଦଶୀ ତିଥିରେ ଆରମ୍ଭ ହୋଇଛି ।ଲକ୍ଷ ଲକ୍ଷଙ୍କ ଭକ୍ତଙ୍କ ଗହଣରେ ମହିମା ଗାଦି ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ହୋଇଛି । ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଗାଦି ମନ୍ଦିରର ଚାରିଦ୍ୱାରରେ ଶୂନ୍ୟ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଧ୍ୱନି ମନ୍ଦିର,

ବାହାଘର ବାଣଫୁଟି ଜଳିଗଲା ୩ ବଖରା ଚାଳ ଘର

ବାହାଘର ରୋଷଣୀ ବେଳେ ବାଣଫୁଟି ଜଳିଗଲା ୩ ବଖରା ଘର ଓ କଚଡା ଗଦା। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଭୁଷଳ ତଳ ସାହିରେ।ଗତକାଲି ଭୁଷଳ ତଳସାହି ରାସ୍ତାଦେଇ ବରଯାତ୍ରୀ ରୋଷଣୀ ଯାଉଥିବା ସମୟରେ ବାଣ ଫୁଟାଇବାରୁ ଚାଳଛପର ଘରେ ପଡି ଲାଗିଥିଲା ନିଆଁ। ତେବେ ଏହି ଅଗ୍ନିକାଣ୍ଡରେ ଦକ୍ଷିଣ

ହୋହଲ୍ଲା ମଧ୍ୟରେ ଅନୁଷ୍ଠିତ ହେଲା ହିନ୍ଦୋଳ ପଞ୍ଚାୟତ ସମିତିର ଦ୍ଵିତୀୟ ସାଧାରଣ ବୈଠକ

ହିନ୍ଦୋଳ ପଞ୍ଚାୟତ ସମିତିର ଦ୍ଵିତୀୟ ସାଧାରଣ ବୈଠକ ହିନ୍ଦୋଳ ବ୍ଲକ ପରିସରରେ ଥିବା କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ଦୁଇମାସରେ ଗୋଟିଏ ସମିତି ବୈଠକ ଅନୁଷ୍ଠିତ ହେବାର ନିୟମ ଥିଲେ ହିନ୍ଦୋଳ ବ୍ଲକରେ ସମସ୍ତ ନୀତିନିୟମକୁ ଜଳାଞ୍ଜଳୀ ଦିଆଯାଉଥିବା ଦେଖିବାକୁ ମିଳିଛି । ହିନ୍ଦୋଳ

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ର ଛାତ୍ରୀ ଅଭିଭାବକ।ଆଜି ସକାଳୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ପୁରୁଣା ରେକୁଳା ସରକାରୀ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ତାଲା ପକାଇ କରିଛନ୍ତି ଆନ୍ଦୋଳନ ।

ନିମବାହାଳି ଅଞ୍ଚଳରେ ଟ୍ରେନ୍ ଧକ୍କା ରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ନିମବାହାଳି ଅଞ୍ଚଳରେ ଟ୍ରେନ୍ ଧକ୍କା ରେ ଜଣେ ମୃତ୍ୟୁ ବରଣ କରିଥିବାର ଜଣାପଡିଛି । ଲୋକ ପାଇଲଟ, ରେଲୱେ ପୋଲିସ, ଅଞ୍ଚଳ ବାସିନ୍ଦାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ନିମବାହାଳି ଟ୍ରେନ ଲାଇନ କଡରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ଟ୍ରେନ ଆସିବା ବେଳେ ହଠାତ୍ ଟ୍ରେନ ଆଗକୁ ଡେଇଁ ପଡିଥିଲା।

ମା’ ଜେନା ଦେବୀ ଏବଂ ବାବା ଚନ୍ଦ୍ର ଶେଖର ମହାଦେବଙ୍କ ବାର୍ଷିକ ଉତ୍ସବ

ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ସ୍ଥିତ ମା ଜେନା ମଣି ପୀଠ ଠାରେ ମା' ଜେନା ଦେବୀ ଏବଂ ବାବା ଚନ୍ଦ୍ର ଶେଖର ମହାଦେବଙ୍କ ବାର୍ଷିକ ଉତ୍ସବ ଆଜି ଠାରୁ ଆରମ୍ଭ ହୋଇ ଯାଇଛି। ସୂଚନା ଅନୁସାରେ ଗୁରୁବାର ୨ ଫେବୃଆରୀ ଠାରୁ ଶନିବାର ୪ ଫେବୃଆରୀ ପର୍ଯ୍ୟନ୍ତ ତିନିଦିନ ଧରି ଏହି ଉତ୍ସବ ପାଳନ

ବିଦ୍ୟାଳୟ ରେ ମାଙ୍କଡ଼ ଆକ୍ରମଣ ରେ ଛାତ୍ର ଗୁରୁତର

ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ। ପିଲାଙ୍କ ଭବିଷ୍ୟତ ଗଢ଼ିତୋଳିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ଦାୟିତ୍ୱ ଏଥିପାଇଁ ରାଜ୍ୟ ସରକାର ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉଚ୍ଚ ବେତନ ଦିଅନ୍ତି କିନ୍ତୁ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ପଞ୍ଚପଡା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ

ସମ୍ପତି ନୁହେଁ ମୁଁ ସମ୍ପର୍କ ଚାହେଁ

ଟିକିଏ କଥାରେ କାଇଁ ତୁମେ ଆଜିକର ଏତେ ଅଭିମାନତୁମବିନା ଏକା କେମିତି କାଟିବିମୋର ଏ ବାକି ଜୀବନ। ଅନ୍ଧକାର ଲାଗେ ତୋବିନା ଜୀବନସବୁକିଛି ନିଛାଟିଆ,ସମ୍ପତି ନୁହଁ ମୁଁ ସମ୍ପର୍କ ହିଁ ଚାହେଁଏକଥା ବୁଝିଯା' ପ୍ରିୟା।ଆସ ତୁମେ ଫେରି ରାଗ,ଋଷା ଭୁଲିନକରି ଆଉ ଉପେକ୍ଷା,ତୁମର ଏ ସାଥୀ କାହୁଁ କେତେ

ସ୍ଥାୟୀ ପୋଲ ପାଇଁ ଦାବି

ଗାଁ କୁ କାମ, ମା' କୁ ସଂମ୍ମାନ ର କଥା କହି ଡିଣ୍ଡିମ ପିଟୁଛନ୍ତି ରାଜ୍ୟସରକାର, କିନ୍ତୁ ବାସ୍ତବ ସ୍ଥିତି କିଛି ଭିର୍ଣ୍ଣ,ରାସ୍ତା ପାଇଁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଝାଞ୍ଜିରୀବେରେଣା ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା
error: Content is protected !!