News
lipub
samparksetu

ଖବର ପ୍ରସାରଣ ପରେ ଖୁବ ଶୀଘ୍ର ବାଲିମୀ ଗାଁ ର ରାସ୍ତା କାମ ଆରମ୍ଭ ହେବାର ସୂଚନା ଦେଲେ କର୍ତ୍ତୃପକ୍ଷ

ଗୁଡିଆକାଟେଣୀ-ହିନ୍ଦୋଳ ପୂର୍ତ୍ତ ବିଭାଗ ରାସ୍ତାରୁ ବାଲିମୀ ଗାଁ ଭିତରକୁ ଯାଇଥିବା ମୁଖ୍ୟ ରାସ୍ତା ଛଅ ବର୍ଷ ତଳେ କାମ ହୋଇଥିଲା। ଯାହା ଖାଲଖମଣ ହୋଇଗଲାଣି ଯାହା ପ୍ରତି ବ୍ଲକ ପ୍ରଶାସନ ବା ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ପଡିନଥିଲା ।

ତେବେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ଜୁଲାଇ ୧୦ରେ ଖବର ପ୍ରସାରଣ କରିବା ସହ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା, ତେବେ ଏହାପରେ କର୍ତ୍ତୃପକ୍ଷ ସମ୍ପୃକ୍ତ କାମ ପାଇଁ ଅର୍ଥରାଶି ସାଂକ୍ସନ୍ ହେବାପରେ ଖୁବ ଶୀଘ୍ର ରାସ୍ତା କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି । ଏନେଇ ଅଭିଯୋଗକାରୀ ଏବଂ ଗ୍ରାମବାସୀ ଢେଙ୍କାନାଳ ଅପଡେଟ୍ କୁ ଧନ୍ୟବାଦ ଜଣାଇଛନ୍ତି ।

new life
You might also like
error: Content is protected !!