News
lipub
samparksetu

ବୟସାଧିକ ପରେ ଅନଲାଇନରେ ଆବେଦନ କଲା ପରେ ମଧ୍ୟ ମିଳୁନାହିଁ ବାର୍ଦ୍ଧକ୍ୟ ଭତ୍ତା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ପଂଚାୟତ ଅନ୍ତର୍ଗତ ବାଲିଯୋରନ୍ଦା ଗ୍ରାମର ସୁରମୋହନ ବେହେରା ୬୧ ବର୍ଷ ବୟସରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଗତ ଜୁଲାଇ ୨୦୨୦ ମସିହାରେ ଅନଲାଇନରେ ଆବେଦନ କରିଥିଲେ l

ସୁରମୋହନ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲେ l ବୟସାଧିକ ଯୋଗୁଁ ଆଉ କାମ କରିପାରୁନାହାଁନ୍ତି l ଏପରି ଅବସ୍ଥାରେ ପରିବାର ଚଳାଇବା କଷ୍ଟକର ହୋଇପଡିଛି l ତୁରନ୍ତ ଭତ୍ତା ପ୍ରଦାନ କରିବାପାଇଁ ସୁରମୋହନ ଅନୁରୋଧ କରିଛନ୍ତି l

new life
You might also like
error: Content is protected !!