News
lipub
samparksetu

ଆମର ପ୍ରଭାଵ ; ଖବର ପ୍ରସାରଣ ପରେ କାମାକ୍ଷାନଗର ହାଟକୁ ହଟାଇଲା ପ୍ରଶାସନ

ଖବର ପ୍ରସାରଣ ପରେ କାମାକ୍ଷାନଗର ସାପ୍ତାହିକ ହାଟକୁ ଅନ୍ୟତ୍ର ସ୍ଥାନାନ୍ତର କରିଛି ପ୍ରଶାସନ ।ପ୍ରତି ସୋମବାର କାମାକ୍ଷାନଗର ହନୁମାନ ବଜାରରେ ରାସ୍ତା ଉପରେ ସାପ୍ତାହିକ ହାଟ ଅନୁଷ୍ଠିତ ହୋଇଥାଏ। ଏହି ହାଟରେ ଲୋକ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ନଥିବାର ଖବର ଆମେ ଜୁଲାଇ ୧୩ ତାରିଖରେ ପ୍ରସାରଣ କରିବା ସହ ପ୍ରଶାସନ କୁ ଅବଗତ କରାଇଥିଲୁ ।

ପୂର୍ବରୁ ପ୍ରସାରଣ ହୋଇଥିବା ଖବର

ତେବେ ଏ ଘଟଣାକୁ ପ୍ରଶାସନ ଗୁରୁତ୍ୱ ଦେଇ ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟଙ୍କ ନେତୃତ୍ୱରେ କାମାକ୍ଷାନଗର ସାପ୍ତାହିକ ହାଟରେ ଯେପରି ଗହଳି ନହେବ ସେ ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖ ଦାସୀ ପୋଖରୀ ପାଖରେ ୨୦ ଜୁଲାଇ ରେ କରାଯାଇଥିଲା । ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପରିଧାଣ ପାଇଁ ମାଇକରେ ସଚେତନ ମଧ୍ୟ କରାଯାଇଥିଲା ।

new life
You might also like
error: Content is protected !!