ଗୋପବନ୍ଧୁ ଜୟନ୍ତୀ
ସୁଆଣ୍ଡୋ ଗ୍ରାମର, ଗୋପବନ୍ଧୁ ପରା,କେବେଠୁ ହଜି ଗଲେଣି,ମନେ ପକାଉଛୁ, ଆଜିର ତିଥିରେ,ତାଙ୍କ ଜୟନ୍ତୀ କୁ ପାଳି।ସେ କାଳର ସେହି, ଉତ୍କଳର ମଣି,କୋଟିରେ ଗୋଟିଏ ଥିଲେ,ଆଜି ଦୁନିଆରେ, ଗାଆଁ ସହରରେ,ଗୋପବନ୍ଧୁ ପଲେ ପଲେ।
ଦୁଃଖୀ ରଙ୍କିଙ୍କର, ଉତ୍କଳର ମଣି,ପର ଦୁଃଖେ କାନ୍ଦୁଥିଲେ,ଆଜି!-->!-->!-->…