News
lipub
samparksetu
Browsing Tag

#dhenkanal #dhenkanalupdate

ସିଗାରେଟ ନଦେବାରୁ ଦୋକାନ ପୋଡିଲେ ଦୁର୍ବୃତ୍ତ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଚାଂୟତର ଆଦିପୁରା ଗ୍ରାମର ନିର୍ମଳ ବେହେରାଙ୍କୁ ସେହି ଗ୍ରାମର ସନାତନ ବେହେରା ରାତି ଦୁଇଟା ସମୟରେ ସିଗାରେଟ ମାଗିଥିଲେ । କିନ୍ତୁ ସେ ସିଗାରେଟ ନଦେବାରୁ ତାଙ୍କୁ ଧମକାଇଥିଲେ ସନାତନ । ଏପରିକି ନିର୍ମଳଙ୍କ ପରିବାରରୁ ଗତ ପଚାଂୟତ ନିର୍ବାଚନରେ

ଋଣଭାର ନ ସହିପାରି ଆତ୍ମହତ୍ୟା କଲେ ଚାଷୀ

ଋଣ ଭାର ରେ ବୁଡ଼ି ଯାଇଥିବା ଜଣେ ଚାଷୀ କିଟନାଶକ ପିଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଘଟଣା ଟି ଘଟିଛି ଭୁବନ ଥାନା ଅନ୍ତର୍ଗତ ପଳାଶପିଠିଆଗୋଡା ଗ୍ରାମରେ। ମୃତକ ହେଲେ ଜଗନ୍ନାଥ ମହାପାତ୍ର(୫୯) । ଜଗନ୍ନାଥ ଦୀର୍ଘ ଦିନରୁ ଅଭାବରେ ଥାଇ ଚିନ୍ତାଗ୍ରସ୍ଥ ଥିବା ବେଳେ ଋଣ ଭାରରେ ଥିଲେ ,ସେ

ମୂଲ୍ୟବୋଧ

ଷାଠିଏ ମହଣ ଘିଅ ହବ ନା ରାଧା ନାଚିବ ?ଆ' ଧନ, ଏବେ ଠୁଁ ଟୋପା ଟୋପା କରି ସଞ୍ଚି ଶିଖ୍ନେଡି ଗୁଡ଼ କହୁଣିକୁ ବୋହିଗଲେଜିଭ ଆଉ ଲେଉଟିବନିଥିଲା ଯାକେ ଭାଡ଼ି ପୁରୁଥିବନଥିଲେ ଝୁରି ହେଉଥିବୁ ଆଜି ଭଳି ଆ' ଧନ, ଇତିହାସ ପଦେ ଅଧେ ପଢ଼ି ବୁଝ୍ଖୋରଧା ଠୁଁ ଖରିଆରଢ଼ିଙ୍କିଶାଳ ଠୁଁ ଢେଙ୍କାନାଳ ସବୁ

ରାସ୍ତା ନିର୍ମାଣ ପାଇଁ ଅଭିଯୋଗ କଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ଗୋବରୀ ମହାନ୍ତ ସାହି ରାସ୍ତା ରେ ପଚ ପଚ କାଦୁଅ ହେବାରୁ ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ଅଛନ୍ତି ଏହାକୁ ନେଇ କଙ୍କଡ଼ାହାଡ଼ ବିଡିଓ ଙ୍କୁ ଏକ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ଗୋବରୀ ସାହିର ମହାନ୍ତ ସାହିକୁ ଯିବାକୁ ହେଲେ ଦୁଇଟି

ପାରିବାରିକ କଳହକୁ କେନ୍ଦ୍ର କରି ଯୁବକଙ୍କ ଆତ୍ମହତ୍ୟା

ପାରିବାରିକ କଳହକୁ କେନ୍ଦ୍ରକରି ଭଡାଘରେ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ଯୁବକ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବମ୍ପା ଗ୍ରାମର ମାନସ ରାଉତ। ସୂଚନା ମୁତାବକ ଉଭୟ ମାନସ ଓ ତାର ସ୍ତ୍ରୀ କାମାକ୍ଷାନଗର ଥାନା ଜିରିଡାମାଳି ଠାରେ ଭଡାରେ ରହିଆସୁଥିଲେ। ଗତକାଲି ସନ୍ଧ୍ୟା ସମୟରେ

ଗଣେଶ ପୂଜା କଳି ସମାଧାନ ପାଇଁ ୧୫ ଦିନ ସମୟ

ଗଣେଶ ପୂଜା ପରେ ଭସାଣି ଉତ୍ସବ କୁ ନେଇ ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଷଣ୍ଢ ସାହି ଓ ସେଠୀ ସାହି ମଧ୍ୟରେ ଉପୁଜିଥିବା ବିବାଦ ମଙ୍ଗଳବାର ଦିନ ଅପରାହ୍ନରେ ସମାଧାନ ପାଇଁ ବାଟ ଫିଟିଛି । ଓଡ଼ିଶ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଆଜି ଅପରାହ୍ନ ଠାରେ ଓଡ଼ିଶ ସରପଂଚ ମୋହନ ମହାନ୍ତ

ରାଜ୍ୟସ୍ତରୀୟ ଇଣ୍ଟର କ୍ଳବ୍ ଓଡ଼ିଶା -୨୦୨୨ ଭାର ଉତ୍ତୋଳନରେ ଚମକିଲେ ହୃଦାନନ୍ଦ

ନିକଟରେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଦଶମ ଶ୍ରେଣୀ ଛାତ୍ର ହୃଦାନନ୍ଦ ଦାସ କୋଚ୍ ଗୋପାଳ କୃଷ୍ଣ ଦାସଙ୍କ ଅଧିନରେ ଡି. ଡବ୍ଲ୍ୟୁ .ଏ .ଡି. ,ଇଣ୍ଡୋର୍ ହଲ , ଢେଙ୍କାନାଳରେ ତାଲିମ୍ ଗ୍ରହଣ କରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ଇଣ୍ଟର କ୍ଳବ୍

ଗଣ୍ଡନାଳି ବେଆଇନ ପଥର ଖଣି ଏନଜିଟିରେ ମାମଲା ;ତିନି ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ହିନ୍ଦୋଳ ତହସିଲ ଅଞ୍ଚଳରେ ଦିନକୁ ଦିନ ବେଆଇନ ପଥର ଖଣି ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ସବୁ ଜାଣି ନିରବତା । ସେହିପରି ଭାବରେ ଗଣ୍ଡନାଳି ବେଆଇନ ପଥର ଖନନ କୁ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରି ନାହିଁ । ବେଆଇନ ପଥର ଖନନ କୁ

କୂଅରେ ପଡି ମହିଳା ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅଞ୍ଚଳରେ ପାଣି କାଢ଼ିବା ସମୟରେ କୂଅରେ ପଡି ଜଣେ ମହିଳା ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।ସୂତ୍ରରୁ ପ୍ରକାଶ ଯେ ,ହିନ୍ଦୋଳ ବ୍ଲକ ରାସୋଳ ଥାନା ଅନ୍ତର୍ଗତ ଜରଡ଼ା ପଂଚାୟତର ଠେଙ୍ଗା ଗ୍ରାମର ଅଖିଳ ବିଶ୍ବାଳଙ୍କ ପତ୍ନୀ ଜ୍ୟୋସ୍ନାରାଣୀ ବିଶ୍ୱାଳ ନିତିଦିନ

ଛାତରୁ ପଡି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମୃତ୍ୟୁ !

ଗଁଦିଆ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀ ଗତକାଲି ରାତିରେ କାର୍ଯ୍ୟଳୟ ଦୁଇ ମହଲା ବିଶିଷ୍ଟ ଛାତରୁ ତଳକୁ ଖସିପଡି ମୃତ୍ୟୁ ବରଣ କରିଥିବା ଜଣାଯାଇଛି l ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବାସିନ୍ଦା ଜୟନ୍ତ ଧାରୁଆ୩୫ବର୍ଷ ପ୍ରାୟ ଦେଢ଼ ବର୍ଷ ଧରି ଏହି କାର୍ଯ୍ୟଳୟ ରେ କାର୍ଯ୍ୟ
error: Content is protected !!