News
lipub
samparksetu
Browsing Tag

#dhenkanal #dhenkanalupdate

ନିଟ ପରୀକ୍ଷାରେ କୃତିତ୍ୱ ହାସଲ କଲେ ଦୀପ୍ତିରଞ୍ଜନ

ଢେଙ୍କାନାଳ ସହର ସ୍ଥାନୀୟ ପଦ୍ମବଜାର ବାସିନ୍ଦା ଦୀପ୍ତିରଞ୍ଜନ ସାହୁ ।ଚଳିତ ନିଟ ପରୀକ୍ଷାରେ ୬୫୦ ନମ୍ବର ରଖି ମେଡ଼ିକାଲ ଶିକ୍ଷା ନିମନ୍ତେ କୃତୀତ୍ୱ ହାସଲ କରିଛନ୍ତି ।ସେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ,ଇଟେକ ଆବାସିକ ବିଦ୍ୟାଳୟ ରେ ଅଧ୍ୟୟନ

ଆସିବାକୁ କହି ଆସିଲ ତ ନାହିଁ

ଆସିବ ଆସିବ କହିଗଲ କେଉଁଆଡେ ରହିଦିନ ମୋର ବିତେ ତୁମ ପଥଚାହିଁ ଚାହିଁ,ଇଛା ଯେତେ ଶୋଇଲେଣିଆଖି ଦରଜ ହେଲାଣିତୁମର ଖୋଜ ଖବର କିଛିତ ନାହିଁ l କଥା ଦେଇଯାଇ ଥିଲଏସନ ଫଗୁଣେ ଆସିମୋ ଗାଁ ଦାଣ୍ଡରେ ଫୁଟାଇବାଣ,ଚଉଦିଗ ଦୁଲୁକାଇକରିବ ତୁମ ଘରଣୀଆମ ପ୍ରେମ ହେବଉଦାହରଣ l ମଥାରେ ସିନ୍ଦୁର

ସୁରକ୍ଷା ଖୋଜୁଛି ଗଜରାଜ !

ହାତୀଙ୍କ ସୁରକ୍ଷା ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ବେଶ୍ ତତ୍ପର । କିନ୍ତୁ ଢେଙ୍କାନାଳ ବନଖଣ୍ଡ ହାତୀଙ୍କ ମୃତ୍ୟୁ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଗତ ୧୫ ବର୍ଷରେ ୧୭୫ ହାତୀଙ୍କ ମୃତ୍ୟୁକୁ ନେଇ ପରିବେଶବିତ୍ ମାନେ ଉଦବେଗ ପ୍ରକାଶ କରିଥିବା ବେଳେ ଆଉ

ପୋଖରୀରେ ବୁଡି ଶିଶୁ ମୃତ

ପରଜଙ୍ଗ ଥାନା ଆମ୍ବପଳାଶ ପଞ୍ଚାୟତର ମହାପାତ୍ର ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ପ୍ରକାଶ ମହାପାତ୍ର ଙ୍କ ଝିଅ ଲୁଲି ମହାପାତ୍ର (୩) ଘର ପାଖରେ ଥିବା ଦେଉଳ ପୋଖରୀରେ ବୁଡି ମୃତ ଘଟିଛି । ସାମନ୍ୟ ଅସାବଧାନତା ଯୋଗୁଁ ଘଟିଛି ଏହି ଭଳି ଅଘଟଣ । ସୂଚନା ମୁତାବକ ପ୍ରକାଶ ଙ୍କ ଝିଅ ଏକାକୀ ଘର

ବନ୍ଧୁକ ଦେଖାଇ ଲୁଟିନେଲେ ୮୦ ହଜାର ଟଙ୍କା !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ଜଡ଼ାପାଳ ନିକଟରେ ଜଣେ ଔଷଧ ହୋଲସେଲ କର୍ମଚାରୀଙ୍କ ଠାରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୮୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।ଲୁଟ୍ ର ଶିକାର ହୋଇଛନ୍ତି ଢେଙ୍କାନାଳ ଦେବୀ ମେଡ଼ିକାଲ ଷ୍ଟୋରର କର୍ମଚାରୀ ଜ୍ଞାନରଞ୍ଜନ ସାହୁ । ଦୁଇ

ହାତୀ ଆକ୍ରମଣରେ ଚାଷୀ ଗୁରୁତର

ଚାଷ ଜମିରେ ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି । ବୃଦ୍ଧ ଜଣକ ହେଲେ ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବାଉଁଶପୋଖରୀ ପଞ୍ଚାୟତ କର୍ଣ୍ଣପୁର ବିଟ ଏରିଆ ନୂଆକୋଟ ଡିହସlହି ଗ୍ରାମର ଗିରିଧାରୀ ସାହୁ ବୟସ (୫୭) ସେ ଗତ କାଲି ସନ୍ଧ୍ୟାରେ ନିଜ ଚାଷ ଜମିକୁ ହାତୀ

ବିଷପାନ କରି ଯୁବକ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ମହୁଲଡଗର ଗାଁରେ ବିଷପାନ କରି ଯୁବକ ମୃତ । କୌଣସି କାରଣକୁ ନେଇ ଗାଁର ବେଗଲା ଜେରାଇ (୨୫ବର୍ଷ)। ଆଜି ସକାଳେ ବିଷ ଖାଇ ଦେଇଥିଲେ ତାଙ୍କୁ ତୁରନ୍ତ କାମାକ୍ଷାନଗର ମେଡ଼ିକାଲ ଆଣିଥିଲେ ଏଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତୁ

ନିଟ ପରୀକ୍ଷାରେ ସଫଳତା ପାଇଲେ ଶାଶ୍ୱତ

ଢେଙ୍କାନାଳ ଜିଲ୍ଲା ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଅଧ୍ୟାପକ ସୁରେଶ ମିଶ୍ରଙ୍କ ପୁଅ ଶାଶ୍ୱତ ମିଶ୍ର ନିଟ ପରୀକ୍ଷା କୃତିତ୍ୱ ହାସଲ କରିଛନ୍ତି । ଶାଶ୍ୱତ ପ୍ରଥମ ରୁ ମେଧାବୀ ଛାତ୍ର ହୋଇ ଭୁବନ ଉଚ୍ଚ ବିଦ୍ୟାଳୟ ପରେ ବିଜେବି କଲେଜରୁ ଯୁକ୍ତ ୨ ପରୀକ୍ଷା ସହ ନିଟ ରେ କୃତିତ୍ୱ ହାସଲ

ସଡକ ଦୁର୍ଘଟଣା ରେ ୨ଜଣ ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ମଣିପୁର ବାଘୁଆଘାଇ ଛକ ପୂର୍ତ୍ତବିଭାଗ ରାସ୍ତାରେ ସଡକ ଦୁର୍ଘଟଣା ରେ ଦୁଇଜଣ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ଭୁବନ ଥାନା ଅନ୍ତର୍ଗତ ବାରିଜଙ୍ଗ ଗ୍ରାମର ଗଣେଶ୍ବର ନାୟକ(୪୨) ଓ ଗଁଦିଆ ଥାନା ଅନ୍ତର୍ଗତ ସନ୍ଥପୁର ଗ୍ରାମର ଖେତ୍ରବାସୀ ଦେହୁରୀ (୪୫) ।

ଶିକ୍ଷାବିତ୍ ଶତ୍ରୁଘ୍ନ ଭୂତିଆଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସ୍ମୃତିସଭା

ଢେଙ୍କାନାଳ କୁଞ୍ଜକାନ୍ତ ନିବାସୀ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ୭୯ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣର ଏକାଦଶାହ ଉପଲକ୍ଷେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ସିବିଆଇ ବିଚାରପତି ତଥା ଢେଙ୍କାନାଳ ଜିଲ୍ଳା ଲେଖକ ସଂସଦର ସଭାପତି ଭିକାରୀ ଚରଣ
error: Content is protected !!