ଜଙ୍ଗଲରୁ ଝୁଲନ୍ତା ଅଵସ୍ଥାରେ ମୃତଦେହ ଉଦ୍ଧାର
କଙ୍କଡ଼ାହାଡ଼ ବ୍ଲକ ଚାନ୍ଦପୁର ବେତଝରୀ ମଠ ପାଖରେ ଥିବା ଜଙ୍ଗଲ ରୁ ଏକ ମୃତ୍ୟୁଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଘାଗରାମୁଣ୍ଡା ପଂଚାୟତ କଟୁମୁଣ୍ଡା ଗ୍ରାମର ନଳୁ ସିଂହ ବୋଲି ଜଣାପଡିଛି। ସେ କିଛି ଦିନ ହେବ ନିଖୋଜ ଥିଲେ।
ମୃତ ଦେହଟି ବହୁତ ଦିନରୁ ଏକ ଗଛରେ ଝୁଲନ୍ତା ଅଵସ୍ଥାରେ!-->!-->!-->…