News
lipub
samparksetu
Browsing Tag

#dhenkanal #dhenkanalupdate

କେନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

କେନାଲରେ ବୁଡି ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ କଙ୍କଡ଼ାହାଡ ଥାନା ବୁଢିବିଲି ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ ସ୍ତ୍ରୀ ସୁଶିଳା ମହାନ୍ତ। ସେ ଗତ କାଲି ବିଲକୁ କାମକରିବାକୁ ଯାଇ ସନ୍ଧ୍ୟା ବେଳକୁ ରାମିଆଳ ବାମ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ। ଫେରିବାରେ ବିଳମ୍ବ

ମଠକରଗୋଳା ମହାବିଦ୍ୟାଳୟ ର ସଫଳତା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଦ୍ୱାରା ପରିଚାଳିତ ବାର୍ଷିକ +୨କଳା ଏବଂ ଧନ୍ଦାମୂଳକ ଶିକ୍ଷାରେ ମଠକରଗୋଳା ମହାବିଦ୍ୟାଳୟର ପରୀକ୍ଷାର୍ଥୀମାନେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। କଳା ବିଭାଗରେ ମୋଟ ୨୧୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ୧୦୪ ଜଣ ପ୍ରଥମ ଶ୍ରେଣୀ ,୫୬ ଜଣ ଦ୍ଵିତୀୟ

ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ , ନ୍ୟାୟ ଦାବିରେ ବିଦ୍ୟାଳୟ ଫାଟକ ଆଗରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଗତ ଶନିବାର ବିଦ୍ୟାଳୟରେ ପଶି ଛାତ୍ରଛାତ୍ରୀ ମାନଙ୍କୁ ମାଡମାରି ମଧ୍ୟାହ୍ନ ଭୋଜନ ଫୋପାଡିବା ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା ମଦ୍ୟପ ଯୁବକ । ଏପରି ଘଟଣା ଘଟିଥିଲା ଭୁବନ ବ୍ଲକ ମଠକରଗୋଳା ପଞ୍ଚାୟତ ଅନ୍ତର୍ଗତ ନୂଆସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ

ହାତୀ ଆକ୍ରମଣରେ ୪ଜଣ ହାତୀ ସ୍କ୍ବାର୍ଡ ଆହତ

ଢେଙ୍କାନାଳରେ ହାତୀ ମଣିଷ ଲଢେଇ ଏକ ନିତିଦିନିଆ ଘଟଣା । ଏଥିପାଇଁ କେତେବେଳେ ହାତୀର ମୃତ୍ୟୁ ହେଉଛି ତ କେବେ ବେଳେ ମଣିଷର ମୃତ୍ୟୁ ହେଉଛି । ବିଭିନ୍ନ ସମୟରେ ହାତିମାନଙ୍କର ପାଦୃଭାବରୁ ୫୫ ନମ୍ବର ଜାତୀୟ ରାଜପଥରେ ଯାଉଥିବାବେଳେ ରାସ୍ତା ଘଣ୍ଟା ଘଣ୍ଟାଧରି ଗାଡିମଟର ଅଟକି ରହୁଛି ।

ପରିଣତ ବୟସରେ ମିଳୁନି ସରକାରୀ ସହାୟତା

ହିନ୍ଦୋଳ ବ୍ଲକ ନବକିଶୋରପୁର ପଞ୍ଚାୟତ ଖଇରାବାହାଳୀ ଗ୍ରାମର ଜଣେ ୭୨ ବର୍ଷର ବୃଦ୍ଧଙ୍କୁ ଭତ୍ତା କିମ୍ବା ଆବାସ ଯୋଜନାରେ ଘର ମିଳିନଥିବାର ଜଣାପଡିଛି । ଖଇରାବାହାଳୀ ଗ୍ରାମର ଅନୁରୋଧ ନାଏକ ଗତ ୧୯୫୦ ମସିହା ଅକ୍ଟୋବର ୧୦ ତାରିଖରେ ଜନ୍ମ ନେଇଥିବା ବେଳେ ବର୍ତ୍ତମାନ ତାଙ୍କୁ ୭୨ ବର୍ଷ ବୟସ

ଝରା ଶ୍ରାବଣ ରେ ଚାଷୀର ମନ

ବାଦଲ ସଜେଇ ମାଦଳ ବଜେଇ ଭିଜି ଭିଜିକାନି ଉଡେଇହସୁଛି ଧରଣୀ ଆସିଛି ଶ୍ରାବଣୀଛ ଗୁଣ ଆନନ୍ଦ ନେଇ... ବରଷା ଛିଟା ରେ ମାଦକତା ଭରିନାଚୁଛି ସବୁଜ ବନଚାଷୀର ହୃଦୟ ଆନନ୍ଦେ ଅଧିରନାଚୁଛି ତ ତାର ମନ,, ମେଘ ଘଡଘଡି ବିଜୁଳି ଚମକବାଦଲ ଫଟେଇ ବର୍ଷାଫୁଙ୍ଗୁଳା ଦେହ ରେ କ୍ଷେତ ଧାରେ

ଖଜୁରିଆକଟା ଶିଶୁ ବିଦ୍ୟା ମନ୍ଦିର ରେ ବିଜ୍ଞାନ ମେଳା ଅନୁଷ୍ଠିତ

ଢେ଼ଙ୍କାନାଳ ଜିଲ୍ଲା ଖଜୁରିଆକଟା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଚଳିତ ଶିକ୍ଷା ବର୍ଷ ର ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ, ସ୍ଥାନୀୟ ହିନ୍ଦୋଳ ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କ କର କମଳରେ ପ୍ରଦୀପ ପ୍ରଜ୍ବଳନ

କେନାଳରେ ବୁଡି ଚାଷୀ ମୃତ

ନିଜ ବିଲରୁ କାମ ସାରି ଗାଁ ପାଖ କେନାଳରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ଚାଷୀ ଙ୍କର ମୃତ୍ୟୁ ଘଟିଛି । ଏପରି ଘଟଣା ଘଟିଛି ଭୁବନ ଥାନା ଧଳପଡା ପଞ୍ଚାୟତ ଅନ୍ତର୍ଗତ ଅନଳ ଗ୍ରାମ ନିକଟ ରେଙ୍ଗାଳୀ ମୁଖ୍ୟ ବାମ କେନାଳରେ । ଅନଳ ଗ୍ରାମର ଶ୍ରୀଧର ସେଠୀଙ୍କ ପୁଅ ଅନ୍ତର୍ଯ୍ୟାମୀ ସେଠୀ ଆଜି

ଭୁଶୁଡିଲା କ୍ରସରର ଵଙ୍କର ,ଅକାଳରେ ଚାଲିଗଲା ଅପରେଟରଙ୍କ ଜୀଵନ

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଡିଆକାଟେଣି ଛକ ନିକଟରେ ଥିବା ଏକ କ୍ରସର ରେ ଜଣେ ଅପରେଟର ଙ୍କର ମୃତ୍ୟୁ ବରଣ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ , କ୍ରସର ର ଅପରେଟର ଶିବ ପ୍ରସାଦ ସ୍ବାଇଁ (୫୨)ନାମକ ବ୍ୟକ୍ତି ସବୁଦିନ ପରି ଆଜି ସକାଳ ୮ ଘଟିକା ସମୟରେ କ୍ରସରକୁ ଯାଇ
error: Content is protected !!