News
lipub
samparksetu
Browsing Tag

#dhenkanal #dhenkanalupdate

ବାଲିମି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବୃକ୍ଷ ହିଁ ଜୀବନ ,ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ ଧ୍ୱଂସ ଯୋଗୁଁ ହେଉଥିବା ପରିବେଶ ଅସନ୍ତୁଳନର ଭୟବହତା ପାଇଁ ବୃକ୍ଷରୋପଣ ନିତ୍ୟାନ୍ତ ଜରୁରୀ ସମସ୍ତେ ଅନୁଭବ କରିଲେଣି।ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଆପଣେଇବା ସ୍ୱରୁପ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାଲିମି ସରକାରୀ

ଦନ୍ତା ଆକ୍ରମଣରେ ବୃଦ୍ଧ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମରେ ବୁଧବାର ଭୋର ସମୟରେ ଜଣେ ଜନୈକ ବ୍ୟକ୍ତି ଦନ୍ତା ଆକ୍ରମଣରେ ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି ।ମହାବିରୋଡ ରେଞ୍ଜ ଅଧୀନସ୍ଥ ଡିହଡୋଳ ଫରେଷ୍ଟ ସେକ୍ସନ ଡମୋଳ ଗ୍ରାମର ବିଜୟ ନାୟକ ୬୩ବର୍ଷ ବୟସ୍କ ବ୍ୟକ୍ତି ଗାଁ ପାଖ ପଡିଆକୁ ଝାଡା ଯାଉଥିବା

ବିଳମ୍ବିତ ରାତିରେ ୩ଟି ମନ୍ଦିରରୁ ଚୋରି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଅଞ୍ଚଳର ୩ଟି ମନ୍ଦିରରୁ ଗତ କାଲି ବିଳମ୍ବିତ ରାତିରେମୂର୍ତ୍ତି , ଇନଭର୍ଟର , ବ୍ୟାଟେରୀ ଇଲୋକ୍ଟ୍ରନିକ୍ସ ସାମଗ୍ରୀ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହା ସିସିଟିଭି

ଅସଦାଚରଣ ଶିକାର ବିଧବା ମହିଳା ଥାନାର ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଆଦିବାସୀ ବହୁଳ ଗ୍ରାମ ଥୋରିଆସନ୍ଧାର ଗ୍ରାମର ଜନୈକା ମହିଳାଙ୍କୁଅସଦାଚରଣ ହୋଇଥିବାର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ , ସ୍ବର୍ଗତ ଗଙ୍ଗାଧର ଗୋଇଆ ଙ୍କ ବିଧବା ପତ୍ନୀ ଗୀତା ଙ୍କୁ ତାଙ୍କ ଦିଅର କୁନା ଥୋରିଆ ଗତ

ଜେ ଏମ ଏଫ ସି କୋର୍ଟ ପ୍ରତିଷ୍ଠା ଦିବସ ପାଳନ

ଗଁଦିଆ ଠାରେ ସ୍ଥାପିତ ଜେ ଏମ ଏଫ ସି କୋର୍ଟର ୩ୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଓକିଲ ସଂଘର ସଭାପତି ପ୍ରଦୀପ କୁମାର ସାହୁ ଙ୍କର ପ୍ରତ୍ୟକ୍ଷ ତତ୍ୱlବଧାନରେ ଅନୁଷ୍ଠିତ ଉକ୍ତ ପ୍ରତିଷ୍ଠା ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଗଁଦିଆ ଜେ ଏମ ଏଫ ସି କୋର୍ଟ ବିଚାରପତି ସୌରବ ସାଗର ପ୍ରଧାନ ଯୋଗ

୫ ଟି ଯୋଜନାରେ ସାମିଲ ହେବ ମା’ ମଙ୍ଗଳା ଉଚ୍ଚ ବିଦ୍ୟାଳୟ

ଢ଼େଙ୍କାନଳ ଜିଲ୍ଲା ଭୁବନ ବ୍ଲକ ବାରୁଆଁ ପଂଚାୟତର ବାରୁଆଁଠାରେ ଅବସ୍ଥିତ ମା ମଙ୍ଗଳା ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟଟି ବ୍ଲକ ଗ୍ରାଣ୍ଡ ଉଚ୍ଚ୍ ବିଦ୍ୟାଳୟ ଭାବରେ ରହିଛି । ଏହାର ରୂପ ବଦଳାଇବା ପାଇଁ ସ୍ଥାନୀୟ ସରପଂଚ ବିଣାପାଣୀ ସାହୁ ଙ୍କୁ ଅନୁରୋଧକୁ ରକ୍ଷା କରି ଭୁବନ ବ୍ଲକର ଏକ ଟିମ୍

କମ୍ପୋଷ୍ଟିଂ କେନ୍ଦ୍ରର ପାଚେରୀ ଭାଙ୍ଗିଲା

ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ଅଷ୍ଟଶମ୍ଭୁ ମନ୍ଦିର ନିକଟରେ ଦୁଇ ବର୍ଷ ପୂବେ ନିର୍ମାଣ ହୋଇଥିବା କମ୍ପୋଷ୍ଟିଂ କେନ୍ଦ୍ରର ପାଚେରୀ ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଯାଇଥିବା ଜଣାଯାଇଛି । ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଭୁବନ ଏନ୍ ଏ ସିର ୨୨୦୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କ ଘରୁ ବାହାରୁଥିବା ଶୁଖିଲା

ମଠଖୋକସାରେ ବୃକ୍ଷରୋପଣ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାରୁଆଁ (ବି) ଗ୍ରାମ ପଚାଂୟତର ମଠଖୋକସା ଠାରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତୀ ଅବସରରେ ମଠଖୋକସା ମହିଳା ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । ଏହି ଅବସରରେ ବାରୁଆଁ (ବି) ସରପଚଂ ବୀଣାପାଣି ସାହୁ ସମାଜସେବୀ ବିନୟ କୁମାର ପଟନାୟକ ମହିଳା ମଣ୍ଡଳ

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ଜଣେ ଆହତ

ଜାତୀୟ ରାଜପଥ ୫୩ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଚାଳକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ପରଜଙ୍ଗ ଥାନା ଅନ୍ତର୍ଗତ ହାତୀଲୁଚାଣୀ ଛକ ନିକଟରେ ତାଳଚେରରୁ ଏକ କୋଇଲା ବୋଝେଇ ଟ୍ରକ(ଓଡି -୩-ସି-୫୦୫୮ ) ଆସୁଥିବା ବେଳେ ଅନ୍ୟ ଖାଲି ଟ୍ରକଟି

ପୂଜକ ମହାସଂଘ ପକ୍ଷରୁ ଶେବା ପ୍ରକଳ୍ପ କାର୍ଯକ୍ରମ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମାଣିକମରା ପଞ୍ଚାୟତ ରେ ଓଡ଼ିଶାର ଦିତୀୟ କପିଳାସ କୁହାଯାଉଥିବା ପଥରଗଡ ଶିବ ମନ୍ଦିର ରେ ଶିବଶକ୍ତି ମନ୍ଦିର ପୂଜକ ମହାସଂଘ ଓଡ଼ିଶା ତରଫରୁ ଶେବା ପ୍ରକଳ୍ପ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ଯ ସଭାପତି ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ରଣା, ରାଜ୍ୟ
error: Content is protected !!