ମହିଳା ଏବଂ କୃଷକ ମାନଙ୍କ ପାଇଁ ଆର୍ଥିକ ସହାୟତା
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ ଥିବ। ଏସଏସଜି ଗ୍ରୁପ ଏବଂ କଷୃକ ମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାର ଜଣାପଡିଛି। ଚଳିତ ଖରିଫ ଋତୁରେ ମହିଳା ଏସଏସଜି ଗ୍ରୁପଏବଂ କୃଷକ ମାନଙ୍କ ଜୀବନ ଜିବୀକା ପାଇଁ ଜିଲ୍ଲା ଶାଖା ଆଇସିଆଇ ସଙ୍ଗଠନ ପକ୍ଷରୁ ବ୍ଲକରେ ଥିବ। ୨୧ଟି!-->…