ଯୁବକ ନିଖୋଜ ,ଥାନାରେ ମାମଲା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ନୂଆବଗ ପଞ୍ଚାୟତର ସରାସିଂ ଗ୍ରାମର ଜଣେ ଯୁବକ ଆଜକୁ ୧୧ଦିନ ଧରି ନିଖୋଜ ଅଛନ୍ତି।ସୂଚନା ଅନୁଯାୟୀ , ନୂଆବଗ ପଂଚାୟତର ଅନ୍ତର୍ଯ୍ୟାମୀ ସାହୁଙ୍କର ୨୩ବର୍ଷୀୟ ପୁଅ ଗଣେଶ୍ୱର ସାହୁ ଅନଗୁଳ ଜିଲ୍ଲାର ବଂରପାଳ ବୁଢ଼ାପଙ୍ଗ ଠାରେ ଏକ ମେସ ରେ ରୋଷେୟା କାର୍ଯ୍ୟ!-->…