ବର୍ଷା ଜଳ ନିଷ୍କାସନ ନହେବାରୁ ଘରେ ପଶିଲା ବର୍ଷା ପାଣି ;ଗ୍ରାମବାସୀ କଲେ ରାଜପଥ ଅବରୋଧ
ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ପିତିରି ଗ୍ରାମବାସୀଙ୍କ ଜାତୀୟ ରାଜପଥ ୫୩ ଅବରୋଧ , ବର୍ଷା ଜଳ ନିଷ୍କାସନ ହୋଇନପାରି ଘରେ ପାଣି ପଶିବାରୁ ରାସ୍ତାରୋକ କଲେ ଗ୍ରାମବାସୀ ।ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଗାଁ ପାଖରେ ପୂର୍ବରୁ ଥିବା ଡ୍ରେନ ପୋତି ହୋଇ ଯାଇଛି ଯାହାଫଳରେ ବର୍ଷା ପାଣି ନିଷ୍କାସନ!-->…