News
lipub
samparksetu
Browsing Tag

#dhenkanal #dhenkanalupdate

ଅଗ୍ନିକାଣ୍ଡ ରେ ଜଳିଗଲା ତିନି ବଖରା ଘର

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର। ଘରେ ଗୋଟିଏ ସ୍କୁଟି ଏବଂ ସମସ୍ତ ଆସବାପତ୍ର ଓ ଖାଦ୍ୟଶସ୍ୟ ସହ ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ପୋଡି ପାଉଁସ ହୋଇଯାଇଛି। ସୂଚନା ମୁତାବକ କାମାକ୍ଷାନଗର ଥାନା ବାଇଶିଙ୍ଗା ଗ୍ରାମ ନୂଆ ସାହିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଗ୍ରାମର ଶିଶିର

ଖାଲିଖାଲି ରେ ଚାଲିଛି ଉପଖଣ୍ଡ ଚିକିତ୍ସାଳୟ : ଅଧା ଡାକ୍ତର ପଦବୀ ଫାଙ୍କା

ଢେଙ୍କାନାଳ ଜିଲ୍ଲା ର ସର୍ବବୃହତ ଉପଖଣ୍ଡ ଭାବେ କାମାକ୍ଷାନଗର ଉପଖଣ୍ଡ କୁ ବିବେଚନା କରାଯାଏ l ଏହି ଉପଖଣ୍ଡ ରେ ଥିବା ବହୁପୁରାତନ ମେଡିକାଲ ର ସ୍ଥିତି ଏବେ ଜରାଜୀର୍ଣ୍ଣ ଅବସ୍ଥା ରେ ରହିଛି l ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର ନା ଅଛନ୍ତି କର୍ମଚାରୀ l କହିବାକୁ ଗଲେ ଏଠାକୁ ଆସୁଥିବା

ମଦ୍ୟପ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଓଲଟିଲା ମିନି ଟ୍ରକ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ବକ ଶ୍ରମିକ ବୋଝେଇ ମିନି ଟ୍ରକ ଓଲଟି ପଡିବାରୁ ୨୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

ମା ପାର୍ବତୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପଞ୍ଚାୟତ ଅନ୍ତର୍ଗତ ନାଟିମା ଗ୍ରାମରେ ଥିବା ବିଶେଶ୍ୱର ମହାଦେବ ମନ୍ଦିର ପରିସରରେ ମା ପାର୍ବତୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗ୍ରାମର ବରିଷ୍ଠ କର୍ମକର୍ତ୍ତା ନାରାୟଣ ପ୍ରସାଦ ବେହେରା କହିବା ଅନୁଯାୟୀ ଏହି ବିଶେଶ୍ୱର ମହାଦେବ ମନ୍ଦିର

୫ଟି ସ୍କୁଲ ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ,ରଙ୍ଗ ଲଗାଇ ଚଳୁ କରିନେଲେ ଲକ୍ଷାଧିକ ଟଙ୍କା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ବାରିହାପୁର ଉଚ୍ଚ ବିଦ୍ୟାଳୟରେ ହୋଇଥିବା ୫ଟି ସ୍କୁଲ୍ କାର୍ଯ୍ୟରେ ଅନିୟମିତତା ର ଅଭିଯୋଗ ଆଣିଲେ ଅଭିଭାବକ। ଓଡ଼ିଶା ସରକାର ବିଦ୍ୟାଳୟ ଗୁଡିକରେ କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମାଣ କରୁଛନ୍ତି ୫ଟି ସ୍କୁଲ୍ । କିନ୍ତୁ ଏଠି ୫ଟି ନାରେ ଟଙ୍କା

ଘରେ ପଶି ଲୁଟିଲେ ସୁନାଚେନ୍ !

ଭୁବନ ଏନଏସି ୱାର୍ଡ ନମ୍ବର ୩ ଅନ୍ତର୍ଗତ ଭୁବନ ସିଭିଲ କୋର୍ଟ ବାଉଣ୍ଡାରି ୱାଲ କୁ ଲାଗି RWSS ସେକ୍ସନ କମ୍ପାଉଣ୍ଡ କ୍ଵାଟର ଭିତରେ ପଶି କିଛି ଦୁର୍ବୃତ୍ତ ମହିଳାଙ୍କ ବେକରୁ ୧୭ ଗ୍ରାମର ଏକ ସୁନାଚେନ ଛିଡାଇ ନେଇଯିବାର ଅଭିଯୋଗ ହୋଇଛି । RWSS ସେକ୍ସନ ରେ କାର୍ଯ୍ୟରତ ଶ୍ରୀଯୁକ୍ତ ପ୍ରମୋଦ

କରୋନା ଏବଂ ଅନଲାଇନ ବ୍ୟବସାୟର ପ୍ରଭାବରେ ଉଠା ଦୋକାନୀ ଠାରୁ ଆରମ୍ଭ କରି ସଫିଂମଲ

ଢେଙ୍କାନାଳ ଜିଲ୍ଲାରେ କରୋନା ଏବଂ ଅନଲାଇନ ବ୍ୟବସାୟର ପ୍ରଭାବ ଉଠା ଦୋକାନୀ ଠାରୁ ଆରମ୍ଭ କରି ସଫିଂ ମଲ ପର୍ଯ୍ୟନ୍ତ ପଡିଛି । ଫଳରେ ଲକ୍ଷାଧିକ ଟଙ୍କା ଋଣ କରି ଏବେ ଦାଣ୍ଡର ଭିକାରୀ ସାଜିବା ସାରହୋଇଛି । ଏଭଳି କ୍ଷତି ସହିଥିବା ବ୍ୟବସାୟୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ସହାୟତା ପ୍ରଦାନ

ହରି ଭଇର ବାହାଘର

ଦୁଇଟି ହୃଦୟ ଗୋଟିଏ ଆତ୍ମାର ମିଳନ ନାମଟି ଅଟେ ଏହାର ବାହାଘରପବିତ୍ର ବନ୍ଧନ ଆଉ ଏ ପବିତ୍ର ମିଳନ ଆମ ହରି ଭାଈ ଓ ସ୍ମୃତିରେଖାର ll ପସନ୍ଦ ଏ ଯୋଗ୍ୟ ଅଟେ ଆମ ହରି

ଦୁର୍ଘଟଣାରେ ବ୍ୟବସାୟୀଙ୍କ ମୃତ୍ୟୁ,ଉତ୍ତ୍ୟକ୍ତ ଲୋକେ ବସ ରେ ଲଗାଇଲେ ନିଆଁ !

ଢେଙ୍କାନାଳ କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ଜଡାପାଳ ନିକଟରେ ଯାତ୍ରୀବାହୀ ବସ ସହ ବାଇକ୍ ଦୁର୍ଘଟଣା ପରେ ଜଣେ ବ୍ୟବସାୟୀ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ତୁମୁସିଙ୍ଗା ଥାନା ଅନ୍ତର୍ଗତ ଶ୍ରୀମୂଳା ଗାଁ ର ମୁକୁନ୍ଦ ସାହୁ(ମକରା) ଆଜି ସକାଳେ ବନ୍ଧୁ ଘର ରେକୁଳା ଯାଇଥିଲେ।
error: Content is protected !!