ଜରିପାଲ ତଳେ ଦୁଇ ଭିନ୍ନକ୍ଷମ, ସରକାରୀ ଯୋଜନା ସାତ ସପନ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତର କୁଣ୍ଡେଇଖୋଲ ଗାଁର ହାଡିବନ୍ଧୁ ନାଏକ ପେଶାରେ ଜଣେ ଗାଡି ଚାଳକ ଥିଲେ । ହେଲେ ଦଇବ ଦଉଡ଼ି ଯୁଆଡେ ଟାଣିଥାଏ ମଣିଷ ନିରୁପାୟ ହୋଇ ସେଇଆଡ଼େ ଟାଣି ହୋଇଥାଏ । ଏବେ ହାଡିବନ୍ଧୁ ଦଇବ ଦଉଡ଼ି ରେ ବାନ୍ଧି ହୋଇ ପଡ଼ିରହିଛନ୍ତି । ଦୁଇ ଦୁଇ ଥର!-->…