କର୍ମଚାରୀ ଅଭାବରୁ ଶବ ବ୍ୟବଚ୍ଛେଦ ପାଇଁ ନାହିଁ ନଥିବା ଅସୁବିଧା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଶବ ବ୍ୟବଚ୍ଛେଦ ପାଇଁ କର୍ମଚାରୀ ନାହାନ୍ତି ପରଜଙ୍ଗ ଅଞ୍ଚଳ ବାସୀ ନାହିଁ ନଥିବ ଅସୁବିଧା ଦେଖିବାକୁ ମିଳିଛି । ପୂର୍ବରୁ ସ୍ବାସ୍ଥ୍ୟ କେନ୍ଦ୍ର ରେ ସବୁଠିକଠାକ ଚାଲୁ ରହି ଆସୁଥିଲା । କିଛି ଦିନ ହେବ ଝାଡୁଦାର ଅଭାବରୁ ଏଠାରେ ଶବ!-->…