ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ‘ଅରୁଣିମା ୨୦୨୪’ ଆୟୋଜିତ
ଢେଙ୍କାନାଳ ଜିଲ୍ଲା ଓଡା଼ପଡ଼ା ବ୍ଲକ ସରପା ରଘୁନାଥପୁର ଗ୍ରାମରେ ଟାଟା ଷ୍ଟିଲ୍ର କର୍ପୋରେଟ ଶାଖା ଟାଟା ଷ୍ଟିଲ୍ ଫାଉଣ୍ଡେସନ ଉଦ୍ୟମରେ ଅରୁଣିମା ୨୦୨୪ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଦୁଇଦିନ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅସାଧାରଣ ମହିଳା ନେତ୍ରୀ ଓ ଉଦ୍ୟୋଗୀ ମାନଙ୍କୁ ସମ୍ମାନିତ!-->…